ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରା ଆଲୋଚନା ଅବସରରେ ଆଜି ଜାଣିବା ଏମିତି ଜଣେ ସେବକଙ୍କ ବିଷୟରେ। ଯାହାଙ୍କ ପରିଚୟ ଟିକିଏ ଭିନ୍ନ ଧରଣର "ମହାଜନ "। ଆପଣମାନେ ଚିନ୍ତା କରୁଥିବେ ଜଣେ ମହାଜନ…