ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ ବେଢା ବୁଲା କରୁ କରୁ ଆଜି ଆଲୋଚନା କରିବା ମହାପ୍ରଭୁ ସାକ୍ଷୀଗୋପାଳଙ୍କ ବିଷୟରେ। ଶ୍ରୀ ସାକ୍ଷୀଗୋପାଳଙ୍କ କଥା ମନକୁ ଆସିଲେ, ସଙ୍ଗେ ସଙ୍ଗେ ମନେ ପଡନ୍ତି…