ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୨
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ରଥଯାତ୍ରା ସମୟରେ କିଛି ମାତ୍ରାରେ ନୀରବ ହୋଇଯାଏ। ସମସ୍ତ କାର୍ଯ୍ୟ ଆଗ ଭଳି ହୋଇନଥାଏ,। କାରଣ ଏହି ସମୟରେ ଚଳଚଞ୍ଚଳ ହୋଇଉଠେ…