ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୧
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ନାରାୟଣ ସ୍ୱରୂପ ଧାରଣ କରି ଯେଉଁ ସ୍ଥାନରେ ପ୍ରଭୂ ଚକ୍ର ନାରାୟଣ ପୂଜା ପାଆନ୍ତି। ସେହି ସ୍ଥାନଟି ଏତେ ପବିତ୍ର ଯେ ମହୋଦଧି କୂଳରେ ଅବସ୍ଥିତ ଏହି ଅଞ୍ଚଳ…