ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୦
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ଅତ୍ୟନ୍ତ ବିସ୍ମୟକର କାରଣ କେତେବେଳେ ସେ ନିର୍ଗୁଣ, ନିରାକାର ତ କେତେବେଳେ ସଗୁଣ, ସାକାର। ସେଥିପାଇଁ ଭକ୍ତ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ। ଏଇ…