ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଏମିତି ସାଧାରଣ ଭାବରେ କେହି ପରଂବ୍ରହ୍ମ କହିନାହାନ୍ତି, ସ୍କନ୍ଦ ପୁରାଣ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛି " ଦାରବୀ ମୂର୍ତ୍ତିରେ ଷେତି ପ୍ରତିମା…