Latest Odisha News

BREAKING NEWS

ତାଇଓ୍ୱାନରେ ଶକ୍ତିଶାଳୀ ଭୂମିକମ୍ପ: ପତ୍ର ଭଳି ଦୋହଲିଲା ଟ୍ରେନ୍, କୋଠା; ସୁନାମୀ ଆଶଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ରବିବାର ତାଇୱାନର ଦକ୍ଷିଣ ପୂର୍ବ ଉପକୂଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଚର ସ୍କେଲରେ ଏହି ଭୂକମ୍ପ ୬.୯ ରହିଛି। ଏହାପୂର୍ବରୁ ଶନିବାର ଏଠାରେ ୬.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ତାଇୱାନର ତାଇତୁଙ୍ଗ ସହରଠାରୁ ପ୍ରାୟ ୫୦ କିଲୋମିଟର ଉତ୍ତରରେ ଭୂକମ୍ପ…

ବିଜେପି ବିରୋଧୀ ମେଳିରେ ସାମିଲ ହେବେ କି ନାହିଁ ସ୍ପଷ୍ଟ କଲେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ମିଶନ ୨୦୨୪ ପାଇଁ ମୋଦୀ ବିରୋଧୀ ଦଳ ଅର୍ଥାତ ବିଜେପି ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଏବେ ଅଧିକ ସକ୍ରିୟ ହୋଇଛନ୍ତି। ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଭେଟି ସେ ବଳ…

ହଷ୍ଟେଲରେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଭାଇରାଲ, ୩ ଅଭିଯୁକ୍ତ ଗିରଫ

ଚଣ୍ଡିଗଡ: ପଞ୍ଜାବର ମୋହାଲିରେ ଥିବା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ୬୦ରୁ ଅଧିକ ଛାତ୍ରୀ ଗାଧୋଉଥିବାର ଭିଡିଓ ଭାଇରାଲ କରିବା ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯେଉଁଥିରେ ଭିଡିଓ ତିଆରି କରିଥିବା ହଷ୍ଟେଲର ଝିଅ ଏବଂ ଶିମଲାରେ ରହୁଥିବା ତାଙ୍କ ବନ୍ଧୁ ଏଥିରେ ସମ୍ପୃକ୍ତ ଅଛନ୍ତି।…

୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଅଟକାଇଲେ ଟ୍ରେନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟ୍ରେନ ଅଟକାଇଲେ ମାଓବାଦୀ। ଗତକାଲି ରାତିରେ ଛତିଶଗଡ ଦାନ୍ତେଓ୍ବାଡା ଠାରେ ମାଓବାଦୀ ମାଲବାହୀ ଟ୍ରେନ ଅଟକାଇଥିଲେ ବୋଲି ସୂଚନା ରହିଛି। ଟ୍ରେନ ଅଟକାଇବା ପରେ ଓ୍ବାକି ଟକି ଲୁଟ୍ କରିନେଇଯାଇଥିବା ସୂଚନା ରହିଛି। ବଚେଲି ଓ ଭାନସି ମଧ୍ଯରେ ମାଲବାହୀ ଟ୍ରେନକୁ…

ଭଦ୍ରକ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ

ଭୁବନେଶ୍ୱର: ପରଲୋକରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ (୬୧) । ଅସୁସ୍ଥ ହୋଇ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି ହୋଇଥିଲେ। ମଧୁମେହ, ରକ୍ତଚାପ ହଠାତ ବଢ଼ିଯିବାରୁ ସେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ…

କଂଗ୍ରେସକୁ ଫେରିବେ ଶ୍ରୀକାନ୍ତ ଜେନା !

ଭୁବନେଶ୍ୱର: କଂଗ୍ରେସକୁ ଫେରିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ରହିଛି। ଜଣେ କଂଗ୍ରେସ ନେତା ଏହି ସୂଚନା ଦେଇଛନ୍ତି। ଏବେର ପିସିସି ସଭାପତି ଦଳକୁ ମଜବୁତ କରିବାକୁ ଚାହୁଁଛନ୍ତି। ତେଣୁ ଦଳ ଛାଡି ଯାଇଥିବା ଏବଂ ଇସ୍ତଫା  ଦେଇଥିବା…

ନେହେରୁ ଯେଉଁ ଆସନରୁ ଲଢ଼ି ପ୍ରଧାନମନ୍ତ୍ରୀ ହୋଇଥିଲେ ସେହି ଆସନରୁ ଲଢ଼ିବେ ନୀତୀଶ !

ନୂଆଦିଲ୍ଲୀ: ଦେଶରେ ଯିଏ ସରକାର ଗଢ଼ିବାକୁ ଚାହିଁବ ତାକୁ ପ୍ରଥମେ ୟୁପି ରାଜନୀତିକୁ ଦଖଲ କରିବାକୁ ହେବ। ଯଦି ୟୁପିରେ ଭଲ ଫଳାଫଳ ହେବ ତାହେଲେ ଦିଲ୍ଲୀ ଆଉ ଦୂର ନୁହେଁ। ଏହି ସମୀକରଣରେ ମୋଦୀ ହୁଅନ୍ତୁ ଅବା ଅନ୍ୟ ନେତା ମଧ୍ୟ ୟୁପିରୁ ସାଂସଦ ଭାବେ ନିର୍ବାଚନ ଲଢି ପ୍ରଧାନମନ୍ତ୍ରୀ ଆସନରେ…

ମୋଦୀଙ୍କୁ ରାହୁଲଙ୍କ ପ୍ରଶ୍ନ: ଚିତା ଆସିଲା, ଚାକିରି କାହିଁକି ଆସୁନି ?

ନୂଆଦିଲ୍ଲୀ: ଭାରତକୁ ଆସିଲା ବହୁ ପ୍ରତିକ୍ଷୀତ ଚିତାବାଘ । କିନ୍ତୁ ଦେଶକୁ କାହିଁକି ଚାକିରି ଆସୁନି? କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ ଏହା ପଚାରିଛନ୍ତି। ଚୀତା ଭାରତ ଆସିବା ଏବଂ ଦେଶର ବେକାରୀ ସହିତ ଯୋଡି ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

୧୯ ଜଣଙ୍କ ଜୀବନ ବଞ୍ଚାଇଲେ ଭାରତୀୟ ତଟରକ୍ଷୀ

ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ନିକଟ ଆରବ ସାଗରରେ ୧୦୨ ମିଟର ଲମ୍ବା ବିଦେଶୀ ମାଲ ପରିବହନ ଜାହାଜ ବୁଡ଼ିଯାଉଥିବା ବେଳେ ଏଥିରେ ଥିବା ସଦସ୍ୟମାନଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରିଛନ୍ତି। ବୁଡ଼ି ଯାଉଥିବା ଜାହାଜ ଓମାନରୁ ଭାରତକୁ ଆସୁଥିଲା। ରତ୍ନଗିରି ନିକଟରେ ପହଞ୍ଚିବା ପରେ…

ଚୀନର ଆତଙ୍କବାଦ ପ୍ରେମ ! ମୁମ୍ବାଇ ଆକ୍ରମଣର ଆତଙ୍କବାଦୀକୁ କଳାତାଲିକା ଭୁକ୍ତ ପ୍ରସ୍ତାବକୁ ବିରୋଧ

ନୂଆଦିଲ୍ଲୀ: ସାଜିଦ ମିରକୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରିବାକୁ ଦାବି ହୋଇଛି। ମିଳିତ ଜାତିସଂଘରେ ଲଶ୍କର-ଏ-ତୋଇବା ଆତଙ୍କବାଦୀ ସାଜିଦ ମିରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଆମେରିକା ପ୍ରସ୍ତାବକୁ ଦେଇଛି। ଏହି ପ୍ରସ୍ତାବକୁ ଭାରତ ମଧ୍ୟ ସମର୍ଥନ କରିଛି। ମିର ହେଉଛି…