ନିଶା କାରବାରୁ ରକ୍ତ ରଞ୍ଜିତ ହେଲା ନାରାୟଣ ବସ୍ତି, ଗଡ଼ିଲା ମୁଣ୍ଡ
ଭୁବନେଶ୍ୱର: ରାଜଧାନୀରେ ହତ୍ୟା । ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଳି, ଝଗଡା ପରେ ହତ୍ୟା। ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀରେ ଦେଖିବାକୁ ମିଳିଛି ଏପରି ହତ୍ୟାକାଣ୍ଡ। ଆଉ ଏହି ହତ୍ୟାକାଣ୍ଡରେ ସାମିଲ ରହିଛନ୍ତି ଜଣେ ମହିଳା। ମୃତକଙ୍କ ନାଁ ସୁବ୍ରତ ରାଓ ବୋଲି…