କଳାହାଣ୍ଡିରେ ଡାଇରିଆ ଆତଙ୍କ, ସପ୍ତାହକରେ ୪ ଜଣଙ୍କର ମୃତ୍ୟୁ ସୂଚନା
ଭବାନୀପାଟଣା: ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଝାଡାବାନ୍ତି ବ୍ୟାପିବା ପରେ ଏବେ କଳାହାଣ୍ଡିରେ ଝାଡାବାନ୍ତି ବ୍ୟାପିଛି। ସପ୍ତାହକ ମଧ୍ୟରେ ୪ ଜଣଙ୍କର ଡାଇରିଆରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲାର ବିରିକୋଟ, ଗୁଣପୁର, ବଡ ଛତରଙ୍ଗା ପଞ୍ଚାୟତ ଅଧୀନରେ ଥିବା ଗାଁ ଗୁଡ଼ିକ ଗତ…