ପ୍ରେମିକ ଦେଲା କାର ଚଳାଇବାକୁ, ପ୍ରେମିକା କିନ୍ତୁ କାର ଚଢାଇ ତିନି ଜଣଙ୍କ ଜୀବନ ନେଇଗଲା
ବିଳାଶପୁର: ଛତିଶଗଡର ବିଳାଶପୁରରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ଖୁସି କରାଇବାକୁ ଯାଇ କାର ଚଳାଇବାକୁ ଦେଇଥିଲେ। ପ୍ରେମିକା କିନ୍ତୁ ୨ ବାଇକ୍ ଆରୋହୀଙ୍କୁ ଧକ୍କା ଦେବାରୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଅଭିଯୁକ୍ତ ଯୁବକ ଏବଂ ତାଙ୍କ ପ୍ରେମିକାକୁ ପୋଲିସ ଗିରଫ…