Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବେ ୨୫ ବିଧାୟକ

ଭୁବନେଶ୍ୱର: ଓଡ଼ିଶାର ବିଧାୟକ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ । ଏଥିପାଇଁ ଅଗଷ୍ଟ ୨ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ଗସ୍ତ କରିବେ ଓଡିଶାର ୨୫ ବିଧାୟକ। ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଭେଟଘାଟ ଏକ ସୌଜନ୍ୟମୂଳକ…

କୋଲକାତାରେ ତିନି କଂଗ୍ରେସ ବିଧାୟକଙ୍କଠୁ ପୁଳା ପୁଳା ଟଙ୍କା ଜବତ

କୋଲକାତା: ପଶ୍ଚିମବଙ୍ଗରେ ଝାଡ଼ଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକ ବିପୁଳ ପରିମାଣର ଟଙ୍କା ସହ ଧରାପଡ଼ିଛନ୍ତି। ପୋଲିସର କହିବା ଅନୁଯାୟୀ, ବିଧାୟକଙ୍କୁ ମିଳୁଥିବା ଟଙ୍କା ଏତେ ପରିମାଣର ଯେ, ବିନା ମେସିନରେ ଏହାକୁ ଗଣି ହେବ ନାହିଁ। ଖବର ଲେଖାହେବା ସୁଦ୍ଧା ଟଙ୍କା ଗଣିବା ପାଇଁ କାଉଣ୍ଟିଂ…

ସର୍ଭେ ରିପୋର୍ଟ: ଦେଶରେ ସୁଧୁରୁଛି ୟୁପିଏର ସ୍ଥିତି, କମୁନି ଏନଡିଏର ପ୍ରଭାବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉପରଲିଖିତି ଶୀରିନୋମା ପଢିବାକୁ ଟିକିଏ ଅଡୁଆ ଲାଗିପାରେ । କାରଣ ବେରୋଜଗାରୀ, ମହଙ୍ଗା ଆଦି ବିଭିିନ୍ନ ପ୍ରସଙ୍ଗରେ କେନ୍ଦ୍ରର ମୋଦୀ ସରକାର ଅଡୁଆରେ ରହିଛନ୍ତି । ଏପରି ସ୍ଥିତିରେ କିନ୍ତୁ ଜାତୀୟ ଗଣମାଧ୍ୟମ 'ଇଣ୍ଡିଆ ଟିଭି' ଚ୍ୟାନେଲ ଦ୍ୱାରା ହୋଇଥିବା ସର୍ଭେରୁ…

ଏବେ ନିର୍ବାଚନ ହେଲେ ଓଡ଼ିଶାରେ ୨୧ ଲୋକସଭା ଆସନରୁ ବିଜେଡି ୮ଟି ଆସନ ଜିତିବ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏବେ ନିର୍ବାଚନ ହେଲେ ଦେଶରେ ବିଜେପି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବାଜିମାତ କରିବ। କିନ୍ତୁ ୟୁପିଏର ପ୍ରଦର୍ଶନ ମଧ୍ୟ ସୁଧୁରିବ ବୋଲି ଜଣାପଡିଛି। ଯଦି ଦେଶରେ ଏବେ ଲୋକସଭା ନିର୍ବାଚନ ହୁଏ। ଇଣ୍ଡିଆ ଟିଭି-ମ୍ୟାଟ୍ରାଇଜ୍ ନ୍ୟୁଜ୍…

ରାଷ୍ଟ୍ରପତିଙ୍କ ଖାଦ୍ୟ ତାଲିକାରେ ସାମିଲ ହେଲା ପଖାଳ, ଶାଗ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ଚର୍ଚ୍ଚାରେ। ଭାରତର ଏହି ପଞ୍ଚଦଶ ରାଷ୍ଟ୍ରପତିଙ୍କୁ ସାରା ଦେଶରୁ ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟିଛି। ସେ ନିଜ ଭିତରେ ଏକ ପ୍ରେରଣା। ଜୀବନରେ ଘାତ ପ୍ରତିଘାତର…

ଝାଡାବାନ୍ତିରେ ବାପ, ପୁଅଙ୍କ ମୃତ୍ୟୁ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ହଇଜା !

ଝାରସୁଗୁଡା: ଜିଲ୍ଲାର ୧୩ ନମ୍ବର ୱାର୍ଡ ଦେବାଡ଼ିହି ଗାଁରେ ଝାଡା ବାନ୍ତିରେ ବାପ ପୁଅଙ୍କ ମୃତ୍ୟୁ। ଦୁଇ ଦିନ ତଳେ ଅକୁର ପ୍ରଧାନ (୪୦) ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଗତକାଲି ରାତିରେ ବାପା ଶ୍ରୀପ୍ରସାଦ ପ୍ରଧାନ (୬୫)ଙ୍କ ମୃତ୍ୟୁ ଘଟିଛି। ପୁଅର ଅନ୍ତ୍ୟେଷ୍ଟି ସାରିବା…

ତାଇଓ୍ୱାନ ବିବାଦ ଭିତରେ ଜିନ୍ ପିଙ୍ଗ ଏବଂ ବାଇଡେନ ଫୋନରେ କଥା ହେଲେ

ନୂଆଦିଲ୍ଲୀ: ତାଇୱାନକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନରେ କଥା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା ।…

ସକାଳେ ଥାନାରେ ହାଜର ହୋଇ ପକ୍ଷ ରଖିବେ ବାବୁଶାନ !

ଭୁବନେଶ୍ୱର: ବାସଭବନ ବାହାରେ ତାଙ୍କୁ ଅପେକ୍ଷା କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଉଦବେଗ ପ୍ରକାଶ କରି ଓଲିଉଡ ଅଭିନେତା ବାବୁଶାନ୍ ଗୁରୁବାର ସୂଚନା ଦେଇଛନ୍ତି ଯେ ସେ ଖୁବ୍ ଶୀଘ୍ର ଏକ ବିବୃତି ଜାରି କରିବେ। ପୋଲିସ ପଚରାଉଚରା କରିସାରିବା ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମସ୍ତ…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ: ଏବେ ୧୭ ବର୍ଷରେ ଭୋଟର ପରିଚୟ ପତ୍ର ପାଇଁ ଆବେଦନ ହୋଇପାରିବ !

ନୂଆଦିଲ୍ଲୀ: ଦେଶର ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏବେ ଯୁବକମାନେ ୧୭ ବର୍ଷ ବୟସ ପରେ ହିଁ ଭୋଟର ତାଲିକା ପାଇଁ ଆବେଦନ କରିପାରିବେ। ନିର୍ବାଚନ ଆୟୋଗ କହିଛନ୍ତି ଯେ ୧୭ ବର୍ଷର ଯୁବକମାନେ ଜାନୁଆରୀ ୧ ରେ ୧୮ ବର୍ଷ ବୟସ ପାଇବାକୁ ପୂର୍ବ-ଆବଶ୍ୟକୀୟ ମାନଦଣ୍ଡକୁ…

ସ୍ମୃତି ଇରାନୀଙ୍କୁ ସୋନିଆ ଗାନ୍ଧୀଙ୍କ ଜବାବ ‘ମୋ ସହ କଥା ହୁଅନି’

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପରେ ସଂସଦରେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ କଂଗ୍ରେସ। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭାରେ କଂଗ୍ରେସକୁ କଡା ଭାଷାରେ ସାମାଲୋଚନା…