ଗହମ ପରେ ବିଶ୍ୱରେ ଦେଖାଦେବ କି ଚାଉଳ ସଙ୍କଟ ?
ନୂଆଦିଲ୍ଲୀ: ଗହମ ପରେ, ବର୍ତ୍ତମାନ ଦୁନିଆରେ ଚାଉଳର ସଙ୍କଟ ଦେଖାଦେଇପାରେ। ଦେଶର ଅନେକ ଅଞ୍ଚଳରେ ବର୍ଷା ଅଭାବରୁ ଧାନ ବିହନ ପ୍ରଭାବିତ ହୋଇଛି। ଏହି କାରଣରୁ ଚାଉଳ ଉତ୍ପାଦନ କମିପାରେ। ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଚାଉଳ ରପ୍ତାନୀକାରୀ ଦେଶ ।
ଋଷ-ୟୁକ୍ରେନ ଯୁଦ୍ଧ ହେତୁ ସମଗ୍ର ବିଶ୍ୱରେ…