ସର୍ଭେ ରିପୋର୍ଟ: ଦେଶରେ ସୁଧୁରୁଛି ୟୁପିଏର ସ୍ଥିତି, କମୁନି ଏନଡିଏର ପ୍ରଭାବ
ଓଡ଼ିଶା ସମ୍ବାଦ ବ୍ୟୁରୋ: ଉପରଲିଖିତି ଶୀରିନୋମା ପଢିବାକୁ ଟିକିଏ ଅଡୁଆ ଲାଗିପାରେ । କାରଣ ବେରୋଜଗାରୀ, ମହଙ୍ଗା ଆଦି ବିଭିିନ୍ନ ପ୍ରସଙ୍ଗରେ କେନ୍ଦ୍ରର ମୋଦୀ ସରକାର ଅଡୁଆରେ ରହିଛନ୍ତି । ଏପରି ସ୍ଥିତିରେ କିନ୍ତୁ ଜାତୀୟ ଗଣମାଧ୍ୟମ 'ଇଣ୍ଡିଆ ଟିଭି' ଚ୍ୟାନେଲ ଦ୍ୱାରା ହୋଇଥିବା ସର୍ଭେରୁ…