Latest Odisha News

BREAKING NEWS

ଆଫଗାନିସ୍ତାନବାସୀ ଭାରତକୁ ନିଜର ‘ଭଲ ବନ୍ଧୁ’ ଭାବେ ଦେଖୁଛନ୍ତି

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରଠାରୁ ସରକାର ସହ ଭାରତର ସମ୍ପର୍କ ପୂର୍ବଭଳି ନାହିଁ। ତଥାପି ଆଫଗାନିସ୍ତାନବାସୀ ଭାରତକୁ ନିଜର 'ଭଲ ବନ୍ଧୁ' ଭାବେ ଦେଖୁଛନ୍ତି। ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ବ୍ରସେଲ୍ସସ୍ଥିତ ନ୍ୟୁଜ୍ ଓ୍ୱେବସାଇଟ୍ ୟୁରୋପିଆନ୍…

ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀଙ୍କ ଘରୁ ନଗଦ ୨୦ କୋଟି ଜବତ

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅରପିତା ମୁଖାର୍ଜୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେଡ୍ କରି ୨୦ କୋଟି ଟଙ୍କା ଜବତ କରିଛି। ଯାହାର ସୂଚନା ଇଡି ଦ୍ୱାରା ଟ୍ୱିଟ କରି ଦିଆଯାଇଛି। ନଗଦ କୋଟି ଟଙ୍କାର ଫଟୋ…

ରାଷ୍ଟ୍ରପତି ନିର୍ବାଚନ: ବିରୋଧୀ ଶିବିରରେ ଫାଟ, ନଜର ପକାନ୍ତୁ କେଉଁ ରାଜ୍ୟରେ କେତେ କ୍ରସ ଭୋଟିଂ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜିତିଛନ୍ତି। ସେ ଜୁଲାଇ ୨୫ରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଗ୍ରହଣ କରିବେ। ମୁର୍ମୁ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହେବେ। ସେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ବିପୁଳ ଭୋଟରେ ପରାସ୍ତ…

‘ବିମାନରେ ବୋମା’ ଥିବା ନେଇ ଚର୍ଚ୍ଚା ପରେ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ପାଟଣାରେ କଲା ଅବତରଣ

ପାଟଣା: ବିମାନରେ ବୋମା ଥିବା ନେଇ ଚର୍ଚ୍ଚା ପରେ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ଜରୁରୀକାଳୀନ ଭାବେ ବିହାରର ପାଟନା ବିମାନ ବନ୍ଦରରେ ଅବତର କରିଥିଲା। ବୋମା ଥିବା ସୂଚନା ପାଇବା ମାତ୍ରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍…

ମୋହନ ମାଝୀ ଓ ତାରା ବାହିନୀପତିଙ୍କ ଡାହା ମିଛ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ପୂର୍ବ ଆକଳନ ଅନୁଯାୟୀ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ପରାଜିତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ ଏବଂ ସିକ୍କିମରୁ ଯଶୱନ୍ତ ସିହ୍ନାଙ୍କୁ ଗୋଟିଏ ବି…

ଦ୍ରୌପଦୀ ବିଜୟୀ ହେବା ପରେ ମୋଦୀ କହିଲେ ଦେଶ ରଚିଲା ଇତିହାସ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। କେବଳ ଏନଡିଏର ନେତା ନୁହନ୍ତି, ବିରୋଧୀ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,  ମିଳିତ ବିରୋଧୀ…

ଦ୍ରୌପଦୀ ମୁର୍ମୁ ବିନା ଭୟ ଓ ପକ୍ଷପାତିତାରେ ଦାୟିତ୍ୱ ନିର୍ବାହ କରିବେ ଆଶା: ଯଶଓ୍ୱନ୍ତ ସିହ୍ନା

ନୂଆଦିଲ୍ଲୀ: ରାଇସିନା ହିଲରେ ବସିବେ ରାଇରଙ୍ଗପୁରର ଝିଅ। ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ଦ୍ରୌପଦୀ ମୁର୍ମୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇସାରିଛନ୍ତି। ତେଣୁ ସେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ଏକ ପ୍ରକାର ସୁନିଶ୍ଚିତ। ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନା ଚୂଡାନ୍ତ ନିର୍ବାଚନ…

କେଜ୍ରିଓ୍ୱାଲଙ୍କ ସିଙ୍ଗାପୁର ଗସ୍ତକୁ ଅନୁମତି ଦେଲେନି ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ସିଙ୍ଗାପୁର ଗସ୍ତ ବାତିଲ କରିବାକୁ ପଡିପାରେ। କାରଣ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ.ସକ୍ସେନା ତାଙ୍କୁ ଅନୁମତି ଦେଇନାହାନ୍ତି। ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ଧରି ପଡ଼ି ରହିଥିବା ଏହି ଫାଇଲକୁ ଏବେ…

ଗାନ୍ଧୀଙ୍କ ନାଁରେ ଅନେକ ପଇସା କମେଇଲୁ: କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: ଗାନ୍ଧୀ ପରିବାର ନାଁରେ ଅନେକ ଧନ ଉପାର୍ଜନ କରୁଛି । ଏବେ ସମୟ ଆସିଛି ଗାନ୍ଧୀ ପରିବାର ସହିତ ଛିଡ଼ା ହେବାର । ନହେଲେ ଠିକ୍ ହେବନି। କର୍ଣ୍ଣାଟକର ପୂର୍ବତନ ବାଚସ୍ପତି ତଥା ଏବେର ବିଧାୟକ ଏପରି ଏକ ବୟାନ ଦେଇଛନ୍ତି। ଯାହାକୁ ନେଇ ବଡ ଅଡୁଆରେ କଂଗ୍ରେସ। ନ୍ୟାସନାଲ ହେରାଲ୍ଡ…

ୟୁରୋପରେ ଅଗ୍ନିବର୍ଷା, ୧୦ ଦିନରେ ସ୍ପେନରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଲଣ୍ଡନ: ୟୁରୋପରେ ଅଗ୍ନିବର୍ଷା । ୟୁରୋପର ଅନେକ ଦେଶ ଏବେ ପ୍ରବଳ ଉତ୍ତାପର ସାମ୍ନା କରୁଛି। ଫଳସ୍ୱରୂପ, ସହର ଗୁଡିକରେ ଥିବା ଜଙ୍ଗଲ ଗୁଡିକ ପ୍ରଭାବିତ ହୋଇଛି । ଆଉ ସାଧାରଣ ଲୋକ ମଧ୍ୟ ପ୍ରବଳ ଉତ୍ତାପର ଶିକାର ହୋଇ ପ୍ରାଣ ହରାଉଛନ୍ତି। ୟୁରୋପର ଅନ୍ୟତମ ଦେଶ ସ୍ପେନରେ  ଆଶ୍ଚର୍ଯ୍ୟଜନକ ଚିତ୍ର…