Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କଲେ ଦ୍ରୌପଦୀ, ବିଜେଡି କହିଲା ଭଉଣୀକୁ ଉପହାର ଦେଇଛନ୍ତି ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଇ କହି ସମ୍ବୋଧନ କଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଧାନସଭାରେ ବିଜେଡି ବିଧାୟକ ଏବଂ ସାଂସଦଙ୍କୁ ସମ୍ବୋଧନ କରିବା ବେଳେ ଦ୍ରୌପଦୀ ଏପରି କହିଛନ୍ତି । ଏଥିସହ ସେ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିବା…

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳିମାଡ, ମୋଦୀ ସମେତ ବାଇଡେନ ଏବଂ ଅନ୍ୟାନ୍ୟ ନେତା କଲେ ନିନ୍ଦା

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଏକ ସାଧାରଣ ସଭାରେ ଉଦବୋଧନ ଦେଉଥିବା ବେଳେ ହଠାତ୍ ତାଙ୍କ ପଛରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ, ଏହା ପରେ ସିଞ୍ଜୋ ଆବେ ତଳେ ପଡ଼ି ଯାଇଥିଲେ । ଏହି ସମୟରେ ତାଙ୍କୁ…

ଶାରୀରିକ ସମ୍ପର୍କ ରଖିବା ପରେ ହୃଦଘାତରେ ୨୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ନାଗପୁର: ଶାରୀରିକ ସମ୍ପର୍କ ରଖିବା ପରେ ହୃଦଘାତ । ଶୁଣିବା ପାଇଁ ଏହା ଅଜବ ଲାଗୁଛି । କିନ୍ତୁ ଏହା ସତ। ନାଗପୁରର ଜଣେ ୨୮ ବର୍ଷୀୟ ଯୁବକ ଅଜୟ ପ୍ରତେକି ନିଜ ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ହଠାତ ହୃଦଘାତର ଶିକାର ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଛି। ଜୁଲାଇ ପାଞ୍ଚ…

‘ଦେଶର ସମ୍ବିଧାନ ଲେଖା ହୋଇଛି ଲୁଟିବା ପାଇଁ’, ବିବାଦ ବଢ଼ିବା ଦେଖି ଇସ୍ତଫା ଦେଲେ ମନ୍ତ୍ରୀ

ଥିରୁଅନନ୍ତପୁରମ: ଦେଶର ଯାହା ହୁଏ ତାହା ସମ୍ବିଧାନର ଲକ୍ଷ୍ଣଣ ରେଖା ଭିତରେ ହୁଏ। ଏହାର ଅର୍ଥ ରାଜ୍ୟ ସରକାର, କେନ୍ଦ୍ର ସରକାର ହୁଉନ୍ତୁ ଅବା କେନ୍ଦ୍ର ଶାସିତ ଅଞ୍ଚଳରେ ଯାହା ହୁଏ ତାହା ସମ୍ବିଧାନର ନିୟମ ଅନୁସାରେ ହୁଏ । ଆଉ ଗଣତାନ୍ତ୍ରିକ ଦେଶରେ ସମ୍ବିଧାନ ସର୍ବୋଚ୍ଚରେ ଥାଏ। ଏପରି…

‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ନେଇ ଅବଦ୍ଦୁଲା କହିଲେ ‘ଆପଣଙ୍କ ଘରେ ଏହାକୁ ରଖନ୍ତୁ’

ଶ୍ରୀନଗର: କେନ୍ଦ୍ରର ନୂଆ ଅଭିଯାନ 'ହର ଘର ତ୍ରିରଙ୍ଗା' । ଏହାକୁ ନେଇ ପଚରାଯିବାରୁ ଚିହିଁକି ଉଠିଛନ୍ତି ଅବିଭାଜିତ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା । ସେ ଜବାବ ଦେଇ କହିଛନ୍ତି 'ଆପଣଙ୍କ ଘରେ ଏହାକୁ ରଖନ୍ତୁ' । ସାଂସଦ ଅବଦୁଲ୍ଲାଙ୍କର ଏହି ଭିଡିଓ ଏବେ ସୋସିଆଲ…

ଗୋଟିଏ ବ୍ୟାଙ୍କରେ ଦୁଇ ଜଣ ସିଇଓ ? ପତିଆରା ଲଢେଇ ପାଇଁ ଚାଷୀ ହଇରାଣ ହେଉଛନ୍ତି କହିଲା ବିଜେପି

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଦୁର୍ନୀତିର କଥା କହି ସରକାରକୁ ଘେରିଛି ବିଜେପି । ଏହି ବ୍ୟାଙ୍କରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଏଥିସହ ଏହି ବ୍ୟାଙ୍କରେ ଦୁର୍ନୀତି ହୋଇଥିଲେ ମଧ୍ୟ ଶାସକ ଦଳର ବଡ ବଡିଆଙ୍କ ସଂପୃକ୍ତି ଥିବାରୁ…

ବିମାନ କ୍ୟାବିନରେ ଧୂଆଁ, ସୁରକ୍ଷିତ ଭାବେ ଓହ୍ଲାଇଲେ ଯାତ୍ରୀ

ନୂଆଦିଲ୍ଲୀ : ଇଣ୍ଡିଗୋ ରାୟପୁର-ଇନ୍ଦୋର ବିମାନ ମଙ୍ଗଳବାର ଅବତରଣ କରିବା ପରେ ବିମାନର କ୍ୟାବିନ୍ କ୍ରୁରେ ଧୂଆଁ ଦେଖିବାକୁ ମିଳିଥିଲା। ବିମାନ ଚଳାଚଳ ନିୟାମକ ଡିଜିସିଏର ଅଧିକାରୀମାନେ ବୁଧବାର ଏହା କହିଛନ୍ତି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ପାରିଥିଲେ ବୋଲି ବିମାନ…

ସିନ୍ଦେ ଭୟ: ଲୋକସଭାରେ ମୁଖ୍ୟ ସଚେତକ ବଦଳାଇ ମୁଖ୍ୟମନ୍ତ୍ରୀଙ୍କୁ ଚେକ୍ ଦେଲା ଉଦ୍ଧବ ନେତୃତ୍ୱାଧୀନ ଶିବସେନା ?

ମୁମ୍ବାଇ: ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ବୁଧବାର ଲୋକସଭାରେ ସାଂସଦ ଭାବନା ଗଓ୍ୱାଲିଙ୍କ ସ୍ଥାନରେ ରାଜନ ବିଚାରେଙ୍କୁ ଦଳର ମୁଖ୍ୟ ସଚେତକ ଭାବେ ମନୋନୀତ କରିଛି । ସାଂସଦ ସଞ୍ଜୟ ରାଉତ ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ରାଉତ…

ଚା’ ଦୋକାନୀଙ୍କ ଅଭିଯୋଗ କ୍ରମେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ନାଁରେ ମାମଲା ରୁଜୁ

ଭୋପାଳ: ମା' କାଳୀଙ୍କୁ ଉପରେ ବିବାଦୀୟ ଟିପ୍ପଣୀ କରି ଅଡୁଆ ଜାଲରେ ଛନ୍ଦି ହୋଇ ଯାଉଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ଏବେ ଭୋପାଳର ଏକ ଚା' ଦୋକାନୀଙ୍କ ଅଭିଯୋଗ କ୍ରମେ ମହୁଆଙ୍କ ନାଁରେ ମାମଲା ରୁଜୁ ହୋଇଛି । ଗୋଟିଏ ପଟେ ଏଭଳି ମନ୍ତବ୍ୟକୁ ତାଙ୍କ ଦଳ ଟିଏମସି ନିନ୍ଦା କରିବା ସହିତ…

ସରକାରୀ କାର୍ଯ୍ୟକ୍ରମର ଅତିଥି ତାଲିକାରେ ନାହିଁ ବିଜେପି ସାଂସଦଙ୍କ ନାଁ: ଅପରାଜିତା କହିଲେ, ଏତେ ସଂଙ୍କୀର୍ଣ୍ଣ…

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ ସରକାରଙ୍କ ତରଫରୁ ରାଜଧାନୀରେ ୭୩ ତମ ବନ ମହୋତ୍ସବ ପାଳନ ହେବ। ଏହି ମହୋତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ, ମେୟରଙ୍କ ସମେତ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ମନ୍ତ୍ରୀ ଏବଂ ବିଧାୟକ । ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ…