ରାଷ୍ଟ୍ରପତି ପ୍ରାର୍ଥୀ ଏନଡିଏର, ବଳ କଷୁଛି ବିଜେଡି; ହାଇଯାକ ହୋଇଯିବ ବିଜେପିର ଲକ୍ଷ୍ୟ ?
ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟ ବିଜେପି ସଭାପତି ସାମ୍ବାଦିକ ସମ୍ମିଳନୀ କରି କହିଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁ ଆଠ ତାରିଖ (ଶୁକ୍ରବାର) ଓଡ଼ିଶା ଆସିବେ । ଏହାପରେ ପୂର୍ବ ଅପେକ୍ଷା ବିଜେଡି ଅଧିକ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । କାରଣ ଏହାପରେ ପରେ ବିଜେଡି…