ବିଏମସିର ପାତର ଅନ୍ତର ନୀତି: ‘ହକି ବେଳେ ପଟାନିକୁ ହଁ, ଖଣ୍ଡଗିରି ମେଳା ବେଳେ ଆମକୁ ନାଁ’
ଭୁବନେଶ୍ୱର: ରାଜଧାନୀ ଏବଂ ରାଉରକେଲାରେ ହକି ବିଶ୍ୱକପ ଚାଲିଛି। ନା ଅଛି କରୋନା ନିୟମ ନା ଅଛି ସାମାଜିକ ଦୂରତା। ଏହାରି ଭିତରେ ହକି ବିଶ୍ୱକପ ଶେଷ ହେବାକୁ ଯାଉଛି। କିନ୍ତୁ ରାଜଧାନୀରେ ଆୟୋଜିତ ହେବାକୁ ଥିବା ଖଣ୍ଡଗିରି ମେଳା ଉପରେ ବିଏମସି ଲଗାଇଥିବା କଟକଣାକୁ ନେଇ ଅସନ୍ତୋଷ ତେଜିଛି।…