ସୁଷମାଙ୍କୁ ମାଇକ ପୋମ୍ପିଓଙ୍କ ‘ଅପମାନକଜନକ’ ମନ୍ତବ୍ୟ, କଡ଼ା ଜବାବ ଦେଲେ ଜୟଶଙ୍କର
ନୂଆଦିଲ୍ଲୀ: ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ମାଇକ ପୋମ୍ପିଓ ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ସ୍ୱର୍ଗତ ନେତ୍ରୀ ସୁଷମା ସ୍ୱରାଜଙ୍କ ବିଷୟରେ ଅତ୍ୟନ୍ତ ଅପମାନଜନକ ଭାଷା ବ୍ୟବହାର କରିଛନ୍ତି। ପୋମ୍ପିଓ ଏକ ବହି ଲେଖିଛନ୍ତି, ଯେଉଁଥିରେ ସୁଷମା…