Latest Odisha News

BREAKING NEWS

ଲୁଟ୍ ପାଇଁ ବାବାଙ୍କୁ ଛୁରାମାଡ: ମୋବାଇଲ ଲୁଟେରା ଓ ଦଲାଲ ଗିରଫ

ଭୁବନେଶ୍ୱର: ଲୁଟ୍ ପାଇଁ ସୀମା ଟପୁଛନ୍ତି ଲୁଟେରା। ମୋବାଇଲ ଟଙ୍କା ପାଇଁ କରୁଛନ୍ତି ଆକ୍ରମଣ। ଆଉ ଏକୁଟିଆ ଥିବେ ଲୋକଙ୍କୁ ଦେଖିଲେ ରାସ୍ତାରେ କରୁଛନ୍ତି ଆକ୍ରମଣ। ଏମିତି ଢଙ୍ଗରେ ଗତ ୧୬ ମେରେ ଭରତପୁର ଥାନା ଘାଟିକିଆ ନିକଟରେ ଜଣେ ଇସ୍କନ ବାବାଙ୍କୁ କରିଥିଲେ ଆକ୍ରମଣ। ମୋବାଇଲ ପାଇଁ ଇସ୍କନ…

ଋଣ ସୁଝିପାରୁନାହାନ୍ତି ଅନାଥ ପିଲା, ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଲେ ସୀତାରମଣ

ଭୋପାଳ: କୋଭିଡ ମହାମାରୀ ଯୋଗୁ ଅନେକ ପିଲା ପରିବାର ଓ ପିତାମାତା ହରାଇଛନ୍ତି। ତେଣୁ ସେମାନଙ୍କ ଦୈନନ୍ଦିନ ଜୀବନ ସଂଘର୍ଷମୟ ହୋଇପଡ଼ିଛି। ଭୋପାଳର ଜଣେ 17 ବର୍ଷୀୟା ଝିଅ ବାଣୀଶା ପାଠକଙ୍କ କାହାଣୀ ଏମିତି, ଯିଏ କରୋନା ମହାମାରୀରେ ଉଭୟ ବାପାମାଆଙ୍କୁ ହରାଇଛନ୍ତି। ମଧ୍ୟପ୍ରଦେଶ ଭୋପାଳରେ ଦଶମ…

ଏସଟିଏଫ ଜାଲରେ ଫସିଗଲା ବାଘା, ମିଳିଲା ୨କୋଟିର ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ୱର: ଜଳେଶ୍ବରରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ଡିଲ୍। ଆଗରୁ ଛକି ବସିଥିଲା କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍। ୨ କୋଟିର ଡିଲ ବେଳେ ମାଡି ବସିଲା ଏସଟିଏଫ ଟିମ। ରାଜଧାନୀସ୍ଥିତ ଏମସ ହସ୍ପିଟାଲ ନିକଟରୁ ୨ କେଜି ୫୮ଗ୍ରାମ ବ୍ରାଉନସୁଗାର ଜବତ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି…

ଆଠଗଡରେ ହାତୀ ମୃତ୍ୟୁ ଘଟଣା, ଏସଟିଏଫ ତଦନ୍ତ ଦାବି

ଭୁବନେଶ୍ୱର: ହାତୀ ମୃତ୍ୟୁ ଘଟଣାର ବନ ବିଭାଗ ଅଧିକାରୀଙ୍କ ବିରୋଧରେ ତଦନ୍ତ ହେଉ । ଏସଟିଏଫ ଏହି ମାମଲାର ତଦନ୍ତ କରିବା ଦରକାର । ଏପରି କିଛି ଦାବି କରି ଆନିମାଲ ଓ୍ୱେଲଫେୟାର ଟ୍ରଷ୍ଟର ପୂରବୀ ପାତ୍ର କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିଛନ୍ତି। ନିକଟରେ ଆଠଗଡ ଡିଭିଜନରେ ହୋଇଥିବା ହାତୀ…

ବଟି ନେଉଛି ପୁରୀ ପୁଲିସ: ମନ୍ତ୍ରୀ କହିଲେ ‘ଅବକାରୀ ବାବଦରେ ମୁଁ ନୂଆ’

କଟକ: ପୁରୀ ଅବକାରୀ ଇନସ୍‌ପେକ୍ଟର୍‌ ସଞ୍ଜୟ କୁମାର ପଣ୍ଡାଙ୍କ ଚିଠି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଅବକାରୀ କମିଶନର ଆଶିଷ ପଣ୍ଡା କିନ୍ତୁ କହିଛନ୍ତି, ତାଙ୍କୁ ଏ ଚିଠି ଆସିନି । ଯାହାକି ବିଡମ୍ବନାର ବିଷୟ। ଆଶିଷ ସିଂ ଜଣେ ଭଲ ଅଫିସର। ତାଙ୍କ ପାଖରୁ ପ୍ରେରଣା ପାଇ ସେ ଭଲ କାମ…

ନିଶା ବେପାରୀଙ୍କ ‘ବଡ଼ ଭାଇ’ ସାଜିଛି ପୁରୀ ପୋଲିସ, ସବୁ ଜାଣି ହାତ ବାନ୍ଧି ବସିଛନ୍ତି ଅବକାରୀ ଅଧିକାରୀ

ପୁରୀ: ନିଶା ବେପାରୀଙ୍କ 'ବଡ଼ ଭାଇ' ପାଲଟିଛି ପୁରୀ ପୋଲିସ। ଅପରାଧୀ ଏବଂ ଅପରାଧକୁ ବଢାଇବାରେ ସହଯୋଗ କରୁଥିବା ଏହି ନିଶା ବେପାରୀଙ୍କ ସହିତ ରହିଛି ପୁଲିସର ଅହିନକୂଳ ସମ୍ପର୍କ। ନିଶା ବେପାରୀଙ୍କ ଠାରୁ ଲାଞ୍ଚ ନେଇ ବସି ପଡୁଛନ୍ତି ପୁରୀ ପୋଲିସ । ଯେଉଁଥିପାଇଁ ଅବକାରୀ ବିଭାଗର…

ଆଠ ରାଷ୍ଟ୍ରମନ୍ତ୍ରୀ ନେଲେ ଶପଥ, ପ୍ରଥମେ ଶପଥ ନେଲେ ସମୀର ଦାଶ

ଭୁବନଶ୍ୱର: ନବୀନଙ୍କ ଟିମରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ଆଠ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି। ସମୀର ଦାଶ ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାପରେ ବାଲେଶ୍ୱର ଜଳେଶ୍ୱରର ବିଧାୟକ ଅଶ୍ୱୀନୀ ପାତ୍ର ପରେ ଯାଜପୁର ସୁକିନ୍ଦାର ବିଧାୟକ…

କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଥମେ ଶପଥ ନେଲେ ଜଗନ୍ନାଥ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିର ଦ୍ୱିତୀୟ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ଲୋକସେବା ଭବନ କନଭେସନ ହଲରେ ଶପଥ ନେଉଛନ୍ତି ମନ୍ତ୍ରୀମାନେ। ନୂଆ ଟିମରେ ୧୩ କ୍ୟାବିନେଟ, ୮ ରାଷ୍ଟ୍ର ମନ୍ତ୍ରୀ ରହିଛନ୍ତି। ବାଚସ୍ପତି ଭାବେ ବିକ୍ରମ ଆରୁଖ ଏବଂ ଉପବାଚସ୍ପତି ଭାବେ…

ରାଜ୍ୟସଭା କି ଲୋକସଭା ପ୍ରାର୍ଥୀ ତାଲିକାରେ ନାହିଁ ନାଁ, କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବେ କି ନକଭୀ ?

ନୂଆଦିଲ୍ଲୀ: ରାଜ୍ୟସଭା କିମ୍ବା ଲୋକସଭା ଉପ-ନିର୍ବାଚନରେ ​​ଟିକେଟ୍ ନ ମିଳିବା କାରଣରୁ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭିଙ୍କୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି। ରାଜ୍ୟସଭାରେ ନକଭିଙ୍କ କାର୍ଯ୍ୟକାଳ ଜୁଲାଇ 7 ରେ ଶେଷ ହେବ। ଅନ୍ୟପଟେ ଶନିବାର ବିଜେପି ୟୁପିରୁ ଦୁଇଟି ଲୋକସଭା ଉପ-ନିର୍ବାଚନ…

ଘୋଷଣାରେ ରହିଗଲା ରାଜ୍ୟ ସରକାରଙ୍କ ବ୍ରିଜ କୋର୍ସ ପାଠପଢ଼ା, ଆଜିଠୁ ଖରା ଛୁଟି

ଭୁବନେଶ୍ୱର: କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ପିଲାମାନେ ଠିକ୍ ଭାବେ ପାଠ ପଢ଼ି ନାହାନ୍ତି। ଏବେ କିନ୍ତୁ ସ୍କୁଲ ଖୋଲିଛି। ହେଲେ ଯେଉଁ ପାଠ ପଢି ନାହାନ୍ତି ତାକୁ ପିଲାମାନେ କିପରି ପଢିବେ ଚିନ୍ତା କରି ରାଜ୍ୟ ସରକାର ବ୍ରିଜ୍ କୋର୍ସ ପାଠ ପଢ଼ା ହେବ ବୋଲି ଘୋଷଣା କରିଥିଲେ। ଆଉ…