Latest Odisha News

BREAKING NEWS

କ୍ୱାଡ୍ ବୈଠକରେ ଆତଙ୍କବାଦ ନିପାତ ଉପରେ ଗୁରୁତ୍ବ ଦେଲେ ଆମେରିକା ସମେତ ତିନି ଦେଶ

ଟୋକିଓ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଜାପାନର ଟୋକିଓ ଠାରେ ଆୟୋଜିତ ଦ୍ୱିତୀୟ କ୍ୱାଡ୍ ନେତୃ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ୍…

ପୁରୀ ଐତିହ୍ୟ କରିଡର ପ୍ରକଳ୍ପ, ଆରଟିଆଇ ଖୋଲିଲା ଆଉ ଏକ ଗୁମର

ବଲାଙ୍ଗୀର: ଶ୍ରୀଜଗନ୍ନାଥ ମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଏହି ପ୍ରକଳ୍ପକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନା ଅନୁୟାୟୀ, ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ଥିବା 100 ମିଟର…

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବାଣ ମାରିଲେ ଧର୍ମେନ୍ଦ୍ର

ଝାରସୁଗୁଡା: ପଞ୍ଚାୟତ, ପୌର ନିର୍ବାଚନରେ ସକ୍ରିୟ ନଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମହାନଦୀ କଥା ଉଠାଇ ରାଜ୍ୟ ସରକାର ତଥା ଶାସକ ଦଳକୁ ବାଣ ମାରିଛନ୍ତି । ଯେଉଁ ମହାନଦୀ ପ୍ରସଙ୍ଗକୁ…

ତଳିଆ କର୍ମଚାରୀ ଧରାପଡୁଛନ୍ତି, ହେଲେ ବଡ ଅଧିକାରୀ ଖସି ଯାଉଛନ୍ତି : କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡା:  ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୋରଦାର ପ୍ରଚାର କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ପଠାଉଥିବା ଟଙ୍କାକୁ…

ବ୍ୟାଙ୍କରୁ ଗାଏବ ଜମାକାରୀଙ୍କ ଟଙ୍କା, ସ୍କାନରରେ କର୍ମଚାରୀ

ନିଆଳି: ନିଜର ଝାଳବୁହା ଟଙ୍କାକୁ ସୁରକ୍ଷିତ ଭାବେ ରଖିବାର ପ୍ରମୁଖ ସ୍ଥାନ ହେଉଛି ବ୍ୟାଙ୍କ । ଆଉ ଚିଟଫଣ୍ଡ ଘଟଣା ପରେ ବ୍ୟାଙ୍କ ଉପରେ ଲୋକଙ୍କର ଅଧିକ ଭରସା ରହିଛି । କିନ୍ତୁ ଏବେ ଏହି ବ୍ୟାଙ୍କରେ ନିଜର ଜମା ଟଙ୍କା ରଖି ହଟହଟା ହୋଇଛନ୍ତି କଟକ ଜିଲ୍ଲା ନିଆଳି ଅଞ୍ଚଳର କିଛି ଲୋକ। ଏବେ…

ବାଘ ଛାଲ ପରେ ହାତୀ ଦାନ୍ତ ଜବତ, ଦୁଇ ଗିରଫ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁରରେ ବାଘ ଛାଲ ଜବତ ହେବା ପରେ ଦୁଇଟି ମୂଲ୍ୟବାନ ହାତୀ ଦାନ୍ତ ଜବତ ହୋଇଛି । ଗୁଣୁପୁର ବନ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜବତ ହୋଇଛି ଏହି ହାତୀ ଦାନ୍ତ । ପଦ୍ମପୁର ଥାନା ହସ୍ତୀନାପୁର ଗ୍ରାମରୁ ଏହି ହାତୀ ଦାନ୍ତ ଜବତ ହୋଇଥିବା ସୂଚନା ରହିଛି।…

ପ୍ରକଳ୍ପକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଜିଲ୍ଲା ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପକୁ ନେଇ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ଅସନ୍ତୋଷ ପ୍ରକାଶ କରିଥିଲେ ପୁରୀ ଗୋବର୍ଦ୍ଦନ ପୀଠର ଶଙ୍କରାଚାର୍ଯ୍ୟ । ଏହାପରେ ଆଜି ଗଜପତି ମହାରାଜ ଏବଂ ଶ୍ରୀମନ୍ଦିର ପ୍ରଶାସକ  ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା ଶଙ୍କରାଚାର୍ଯ୍ୟଙ୍କୁ…

ରାୟଗଡାରୁ ବାଘ ଛାଲ ଜବତ କଲା ଏସଟିଏଫ୍

ରାୟଗଡା: ଜବତ ହେଲା ଆଉ ଏକ ବାଘ ଛାଲ । ଏସଟିଏଫ ଟିମ ଚଢ଼ାଉ କରି ରାୟଗଡା ଜିଲ୍ଲା ବାଙ୍ଗି ଛକ ନିକଟରୁ ଏକ ଚିତା ବାଘର ଛାଲ ଜବତ କରିଛି। ଏହି ମାମଲାରେ ଜୟନ୍ତ ବିଭାରକୁ ଏସଟିଏଫ ଟିମ୍ ଗିରଫ କରିଛି। ଜବତ ବାଘ ଚମଡାକୁ ଗୁଣୁପୁର ବନ ବିଭାଗକୁ ହସ୍ତାନ୍ତର ଏସଟିଏଫ ଟିମ୍ ହସ୍ତାନ୍ତର କରିଥିବା…

ବ୍ରଜରାଜନଗରରେ ପ୍ରଚାର କରିବେ ଧର୍ମେନ୍ଦ୍ର, ବିଜେଡିରୁ ଓହ୍ଲାଇବେ କି ନବୀନ ?

ବ୍ରଜରାଜନଗର: ଝାରସୁଗୁଡା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ ହୋଇଛି। ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡିଛି। ସେହିପରି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ…

ଆସନ୍ତାକାଲିଠୁ ରାଜ୍ୟସଭା ନାମାଙ୍କନ, ସମସ୍ତ ଆସନରେ ମହିଳା ପ୍ରାର୍ଥୀ ଦେବେ ନବୀନ !

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ମୈଦାନରେ ଝାଳ ବୁହାଉଥିବା ବେଳେ ଆସନ୍ତାକାଲି ଖାଲିପଡିଥିବା ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଆରମ୍ଭ ହେବ। ବିଧାୟକ ସଂଖ୍ୟା ଦୃଷ୍ଟିରୁ ଖାଲି ଥିବା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ହିଁ ନାମାଙ୍କନ ଭରିବେ । ତେଣୁ ବିଜେପି ଏବଂ…