Latest Odisha News

ଦୀର୍ଘବର୍ଷ ପରେ ମା’କୁ ଭେଟି ଆଶୀର୍ବାଦ ନେଲେ ଯୋଗୀ

ଡେରାଡୁନ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତିନି ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ରହିଛନ୍ତି । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଉତ୍ତରାଖଣ୍ଡ ଗସ୍ତ । ଯୋଗୀ ଆଦିତ୍ୟନାଥଙ୍କ ପୈତୃକ ଘର ଉତ୍ତରାଖଣ୍ଡର ପଞ୍ଚୁର ଗାଁ । ସେ ଏହି ଗସ୍ତ ସମୟରେ ନିଜ…

ଜେଏସଡବ୍ଲୁ ପ୍ରକଳ୍ପ ବିରୋଧରେ ଢିଙ୍କିଆ ଲୋକଙ୍କୁ ଉସକାଉଛି ନୂଆଦିଲ୍ଲୀର ଏକ ଏନଜିଓ ?

ପାରାଦ୍ୱୀପ: ଜେଏସଡବ୍ଲୁ  ପ୍ରକଳ୍ପକୁ ବିରୋଧ କରିବାକୁ ନୂଆଦିଲ୍ଲୀରୁ ଆସୁଛି ଟଙ୍କା । ଏକ ଏନଜିଓ ଏଥିପାଇଁ ଢିଙ୍କିଆ ଗାଁର କିଛି ଲୋକଙ୍କୁ ବର୍ଷ ହେବ ଟଙ୍କା ପଠାଉଛି। ଏପରି ଅଭିଯୋଗ ଆଣିଛନ୍ତି ଢିଙ୍କିଆ ଗ୍ରାମର କିଛି ଲୋକେ । ଯେଉଁମାନେ କି ସଂପୃକ୍ତ ଏନଜିଓ ଠାରୁ ପଇସା ପାଇଛନ୍ତି ବୋଲି…

କିଏ ସେହି ଆଶାୟୀ କଂଗ୍ରେସ ନେତା ଯିଏ ବିଜେଡି ନେତାଙ୍କ ସହ ବୈଠକ କରିଛନ୍ତି ?

ଭୁବନେଶ୍ୱର: ନିକଟରେ କଂଗ୍ରେସ ନେତା ସୁରେଶ ରାଉତରାୟ କହିଥିଲେ ରାଜ୍ୟରେ ପିସିସି ସଭାପତି କିଏ ହେବ ତାହା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ଥିର କରନ୍ତି । ଏହାପରେ ଯଦିଓ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ହେଲେ ଇତି ମଧ୍ୟରେ ଏପ୍ରିଲ ୨୮ରେ ଜଟଣୀ…

ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେବା ଆଶଙ୍କା, ଟୁଇଟ୍ କରି ମନ୍ତ୍ରୀ ଦେଲେ ପରାମର୍ଶ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଭାରତୀୟ ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ୬ ତାରିଖରେ ଏହା ଲଘୁଚାପରେ…

ଦିନରେ ତାତି, ରାତିରେ ପ୍ରବଳ ବର୍ଷା : ବଜ୍ରପାତରେ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଦିନରେ ଗ୍ରୀଷ୍ମ ପ୍ରବାହ, ରାତିରେ ପ୍ରବଳ ବର୍ଷା । ମଙ୍ଗଳବାର ଏପରି କିଛି ଥିଲା ପାଣିପାଗର ମିଜାଜ । ଟୁଇନ ସିଟି ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିଲା । ଯାହାକି ଲୋକଙ୍କୁ ତାତିରୁ ନିଃଶ୍ୱାସ ମାରିବାରେ ସୁଯୋଗ ଦେଇଛି। ତେବେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ…

ସାଇଲେଣ୍ଟ ପୋଲିସ୍, ଭାଉଲେଣ୍ଟ ଅପରାଧୀ: ଗହଣା ଦୋକାନୀଙ୍କୁ ଗୁଳି ମାଡ଼

ଭୁବନେଶ୍ୱର: ସୁନା ଦୋକାନୀଙ୍କ ପାଇଁ ହାଇ ଆଲର୍ଟ। ସହରରେ ବିପଦରେ ଗହଣା ବ୍ୟବସାୟୀ। ରାଜଧାନୀରେ ଗୋଟିଏ ପରେ ଗୋଟିଏ ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ। ଏବେଠୁ ସୁନା‌ ଦୋକାନୀଙ୍କ ପାଇ ସତର୍କବାଣି। ହୋଇଯାନ୍ତୁ ସତର୍କ ନଚେତ ପରବର୍ତି ଶିକାର ହୋଇପାରନ୍ତି ଅନ୍ୟ ଗହଣା ଦୋକାନୀ। କାରଣ ଏଠି ପୋଲିସ…

ଅଭୟଚାନ୍ଦପୁର ଥାନା ହାଜତ ହତ୍ୟା: ପୋଲିସ ଅଧିକାରୀ ଓ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ପାରାଦ୍ଵୀପର ଅଭୟଚାନ୍ଦପୁର ଥାନାରେ ମନୋରଞ୍ଜନ ଗେଡି ନାମକ ଯୁବକଙ୍କୁ ବ୍ୟକ୍ତିଙ୍କୁ ବାଡେଇ ବାଡେଇ ମାରିଦେବା ପ୍ରତିବାଦରେ ଆଜି ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ମାନବାଧିକାର ତଥା ରାଜନୈତିକ ଗଣ-ସଂଗଠନ ପ୍ରତିବାଦ କରିଛନ୍ତି। ଅପରାଧୀ ସନ୍ଦେହରେ କୌଣସି ବ୍ୟକ୍ତିଙ୍କୁ ଗିରଫ କରି…

ସିନ୍ଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ରାଜ୍ୟ ପିସିସି ସଭାପତି

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ନିର୍ବାଚନ ହାରିବା ପରେ ତାଙ୍କ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ଚୌଧୁରୀ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ରାଜ୍ୟରେ କଂଗ୍ରେସର ଅବ୍ୟବସ୍ଥା ନେଇ ଆଲୋକପାତ…

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ୟାନସର !

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ୟାନସର । ବ୍ରିଟିଶ ଗଣମାଧ୍ୟମରେ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିଛି ଦିନ ପାଇଁ ଗୁଇନ୍ଦା ବା ଗୁପ୍ତଚର ଏଜେନ୍ସି କେଜିବିର ପୂର୍ବତନ ମୁଖ୍ୟଙ୍କୁ ଦେଶର କ୍ଷମତା ହସ୍ତାନ୍ତର କରିବେ ବୋଲି…

ଦେବଗଡ ବିଧାୟକଙ୍କ ଗିରଫଦାରୀ, କିଏ କେଉଁ ନଜରରେ ଦେଖୁଛି ?

ଭୁବନେଶ୍ୱର: ଦେବଗଡର ବିଜେପି ବିଧାୟକ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଛନ୍ତି । ମାମଲାର ଶୁଣାଣି ଆସନ୍ତା ୭ ତାରିଖରେ ହେବ । ଏହା ପୂର୍ବରୁ ଆଜି ଦେବଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେପି । ଏହି ସମୟରେ ଦୋକାନ ବଜାର ସମେତ…