ରୁଷକୁ ଆତଙ୍କବାଦ ପ୍ରାୟୋଜକ ଦେଶ ଭାବେ ତାଲିକାଭୁକ୍ତ କରିବ କି ଆମେରିକା ?
ଓ୍ୱାଶିଂଟନ: ଆମେରିକା ବୈଦେଶିକ ମନ୍ତ୍ରାଳୟର ଅଧିକାରୀମାନେ ରୁଷକୁ ଆତଙ୍କବାଦ ପ୍ରାୟୋଜକ ଦେଶ ଭାବେ ଘୋଷଣା କରିବା ଉପରେ ବିଚାର କରୁଛି । ଆମେରିକା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ନେଡ୍ ପ୍ରାଇସ୍ ଅନ୍ତର୍ଜାତୀୟ ନ୍ୟୁଜ ଚ୍ୟାନେଲ 'ସିଏନଏନ'କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏପରି…