ଆରଭିଏମକୁ ନେଇ ମତାମତ କ’ଣ? ସୋମବାର ସର୍ବଦଳୀୟ ବୈଠକ ଡାକିଲେ ଇସି
ନୂଆଦିଲ୍ଲୀ: ନିଜ ନିର୍ବାଚନମଣ୍ଡଳୀରେ ନଥାଇ ଦେଇ ହେବ ଭୋଟ୍। ଏଥିପାଇଁ ନିର୍ବାଚନ କମିଶନ ରିମୋଟ ଭୋଟିଂ ସିଷ୍ଟମ ତିଆରି କରିଛନ୍ତି। ହେଲେ ଏହାକୁ ନେଇ ରାଜନୈତିକ ଦଳଙ୍କ ମତାମତ କଣ ରହିଛି ଜାଣିବାକୁ ସୋମବାର ବୈଠକ ଡାକିଛି। ନିର୍ବାଚନ କମିଶନ ଦେଶର ସମସ୍ତ ଜାତୀୟ ଦଳର ସଭାପତି ତଥା ସାଧାରଣ…