ଟିଏମସି ବିଧାୟକଙ୍କ ଠିକଣାରେ ଆୟକର ଟିମ୍, ୧୦ ଘଣ୍ଟା ହେବ ଚାଲିଛି ଚଢ଼ାଉ
କୋଲକାତା: ପଶ୍ଚିମବଙ୍ଗର ଟିଏମସି ବିଧାୟକଙ୍କ ଠିକଣାରେ ଆୟକର ବିଭାଗର ରେଡ୍। ମିଳିଥିବା ସୂଚନା ଅନୁଯାୟୀ ଆୟକର ବିଭାଗ ମୁର୍ସିଦାବାଦର ଟିଏମସି ବିଧାୟକ ଜାକିର ହୁସେନ୍ଙ୍କ ଘରେ ତଥା କାରଖାନା ପରିସରରେ ଚଢାଉ କରିଛି। ଏହା ବ୍ୟତୀତ ଆୟକର ଟିମ୍ ପଶ୍ଚିମବଙ୍ଗର ଅନ୍ୟ ଜଣେ ଟିଏମସି ନେତାଙ୍କ ଘରେ…