ଅର୍ଚ୍ଚନାଙ୍କୁ ଜେଲରେ ଜେରା କରିବାକୁ ଇଡି ଆବେଦନ କଲା
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଜେଲ ଭିତରେ ଜେରା କରିବାକୁ ଇଡି ଯୋଜନା କରିଛି। ବିଭିନ୍ନ ବ୍ୟକ୍ତିଙ୍କ ବୟାନ ରେକର୍ଡ ପରେ ଇଡି ଝାରପଡା ଜେଲ ଯାଇ ଅର୍ଚ୍ଚନା ନାଗଙ୍କୁ ଜେରା କରିବାକୁ ଯୋଜନା କରିଛି। ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏସଡିଜିଏମ କୋର୍ଟଙ୍କ ଦ୍ୱାରସ୍ଥ…