Latest Odisha News

BREAKING NEWS

ଶ୍ୱଶୁର ଘରେ ବିଧାୟକ ଜ୍ବାଇଁ ବିରୋଧରେ ତେଜୁଛି ଅସନ୍ତୋଷ, ଅଡୁଆରେ ଶଶୀ ଭୂଷଣ

ଭୁବନେଶ୍ୱର: ବିଜେଡି ନେତା ତଥା କେନ୍ଦ୍ରାପଡା ବିଧାୟକ ଶଶୀ ବେହେରା ଏବେ ଅଡ଼ୁଆରେ। କେନ୍ଦ୍ରାପଡା ସଦରର ଏହି ବିଧାୟକଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଏବଂ ସୋଶିଆଲ ମିଡିଆରେ ପୋଷ୍ଟର ଲାଗିଛି। ଯେଉଁଥିରେ ଶଶୀ ହଟାଅ ନାରା ଦିଆଯାଇଛି। ଆଗକୁ 2024 ସାଧାରଣ ନିର୍ବାଚନ ସହିତ ବିଧାନସଭା…

ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଚତୁର୍ଥ କୋଭିଡ୍ ଲହର!

ଭୁବନେଶ୍ୱର: ଚୀନ ଓ ଦକ୍ଷିଣ କୋରିଆରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ପରେ ଭାରତରେ ଚତୁର୍ଥ କୋଭିଡ୍ ଲହରର ଭୟ ଦେଖାଦେଇଛି। ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅଜିତ କୁମାର ମହାନ୍ତି ମଙ୍ଗଳବାର କହିଛନ୍ତି ଯେ ଅନେକ ମଡେଲ ଅନୁଯାୟୀ, ଚୀନରେ କୋଭିଡ୍ ମାମଲା ବୃଦ୍ଧି ପାଇବାର…

ହକି ବିଶ୍ୱକପ: ବିଭିନ୍ନ ହୋଟେଲରେ ରାତି ଅଧରେ ଚଢାଉ

ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ ପୂର୍ବରୁ ରାଜଧାନୀକୁ ଅପରାଧୀଙ୍କ କବଳରୁ ସୁରକ୍ଷିତ ରଖିବାକୁ କମିଶନରେଟ ପୋଲିସ ପ୍ରୟାସ କରୁଛି। ତେଣୁ ରାଜଧାନୀରେ ଥିବା ବିଭିନ୍ନ ହୋଟେଲ ଏବଂ ଲଜରେ ଅତର୍କିତ ଚଢାଉ କରିଛି ପୋଲିସ। ଚଢାଉ ବେଳେ ପୋଲିସ ବିଭିନ୍ନ କାଗଜପତ୍ର ସହିତ କିଏ କିଏ ହୋଟେଲକୁ…

ସାତକୋଶିଆ ଅଭୟାରଣ୍ୟରେ କଲରାପତରିଆ ବାଘର ମୃତ୍ୟୁ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟର ରାଇଗୁଡାଠାରେ ଫାଶରୁ ମୁକୁଳାଇ ରଖାଯାଇଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି । ତେବେ ଚିକିତ୍ସା ଅବହେଳାରୁ ଏହି ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଯାହାକି ସାତକୋଶିଆ ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାତକୋଶିଆ…

ପାଭେଲ ଓ ବିଦାନୋଭ ମୃତ୍ୟୁ ଘଟଣା, ରାୟଗଡାରେ କ୍ରାଇମବ୍ରାଞ୍ଚର ଦ୍ବିତୀୟ ଟିମ୍

ରାୟଗଡା: ଦୁଇ ଋଷିଆ ପର୍ଯ୍ୟଟକ ମୃତ୍ୟୁ ବରଣ କରିଥିବା ହୋଟେଲରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚର ଦ୍ୱିତୀୟ ଟିମ୍। ହୋଟେଲ ସାଇ ଇଣ୍ଟରନେସନାଲରେ କ୍ରାଇମବ୍ରାଞ୍ଚ ଡିଏସପି ତପନ ଦାସଙ୍କ ନେତୃତ୍ବରେ ଏକ ୩ ଜଣିଆ ଟିମ ରାୟଗଡାରେ ପହଞ୍ଚି ରାୟଗଡା ଟାଉନ ଥାନାକୁ ଯାଇ କେଶ ଡାଇରୀ ଯାଞ୍ଚ କରିଛନ୍ତି।…

ଶେଷ ଓଭରରେ କାହିଁକି ଅକ୍ଷର ପଟେଲଙ୍କ ହାତରେ ବୋଲ୍ ଦେଲେ, ଜବାବ ରଖିଲେ ପାଣ୍ଡ୍ୟା

ଓ୍ୱାଙ୍ଖଡେ: ଟି -20 ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଅକ୍ଷର ପଟେଲଙ୍କୁ ଏକ ଜଟିଳ ପରିସ୍ଥିତିରେ ଶେଷ ଓଭର ବୋଲିଂ କରିବାକୁ କହିଥିଲେ। କିନ୍ତୁ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଚର୍ଚ୍ଚା…

ଶେଷ ଓଭରର ନିଷ୍ପତ୍ତି ପାଇଁ ପଲଟିଗଲା ବାଜି

ଓ୍ବାଙ୍ଖଡେ: ମୁମ୍ବାଇ ୱାଙ୍ଖଡେ ଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି -୨୦ ମ୍ୟାଚର ଶେଷ ଓଭରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ମ୍ୟାଚ ଶ୍ରୀଲଙ୍କା ହାତରେ ଥିବା ବୋଲି ଲାଗୁଥିଲା । ହେଲେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡାଙ୍କ ନିଷ୍ପତ୍ତି ଓ ବୋଲର ଅକ୍ଷର…

ମମତାଙ୍କ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଦୁଇ ଦିନରେ ଦ୍ବିତୀୟ ଥର ପଥର ମାଡ଼

କୋଲକାତା: ମଙ୍ଗଳବାର ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର ସିଲିଗୁଡି ସବଡିଭିଜନ ଅନ୍ତର୍ଗତ ଫନସିଦେବାରେ ଦୁର୍ବୃତ୍ତମାନେ ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗିଛନ୍ତି। ଏହି ଘଟଣାରେ ଦୁଇଟି ଝରକା ଏବଂ ଗୋଟିଏ କବାଟ ଭାଙ୍ଗିଯାଇଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଏହା ହେଉଛି…