Latest Odisha News

BREAKING NEWS

ନୂଆ ମୋବାଇଲ ଆଣିବା ନେଇ ମୁଣ୍ଡ ଖଟାଉଛନ୍ତି କି ମସ୍କ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟେସଲା ସିଇଓ ଏଲୋନ୍ ମସ୍କ ଶନିବାର କହିଛନ୍ତି ଯେ ଆପଲ୍ ଏବଂ ଗୁଗଲ୍ ଆପ୍ ଷ୍ଟୋରରୁ ଯଦି ଟ୍ୱିଟରକୁ ହଟାଇଦେବେ ତାହେଲେ ସେ ଏକ ବିକଳ୍ପ ସ୍ମାର୍ଟଫୋନ ତିଆରି କରିବେ। ସେ କହିଛନ୍ତି ଯେ ଏହି ସ୍ମାର୍ଟଫୋନ୍ ଆପଲ୍ ଏବଂ ଆଣ୍ଡ୍ରଏଡ୍ ମୋବାଇଲ ସହିତ ପ୍ରତିଦ୍ୱନ୍ଦ୍ୱିତା…

ସୁରଟର ଅର୍ଥନୀତିକୁ ମଜବୁତ କରିବାରେ ଓଡ଼ିଆଙ୍କ ଅବଦାନ ଅତୁଳନୀୟ: ଧର୍ମେନ୍ଦ୍ର ପ୍ରଧାନ

ସୁରଟ: ଗୁଜୁରାଟ ସୁରଟର ଅର୍ଥନୀତିକୁ ମଜବୁତ୍ କରିବାରେ ଓଡ଼ିଆ ଲୋକଙ୍କ ଯୋଗଦାନ ଅତୁଳନୀୟ ବୋଲି ଶନିବାର ଓଡ଼ିଆ ସମୁଦାୟଙ୍କୁ ଭେଟି ଆୟୋଜିତ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସୁରଟର…

ପ୍ରତିଷ୍ଠା ଦିବସ ପାଇଁ ଝଲସୁଛି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ରବିବାର ପାଳିତ ହେବ। କ୍ୟାମ୍ପସ୍‌ ପରିସରକୁ ସଫେଇ କରାଯିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ ୮୦ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାରୁ ଏହା କିଭଳି ଅଧିକ ଆକର୍ଷଣୀୟ ହେବ ସେଥିପ୍ରତି ଗୁରୁତ୍ବ…

ଛୋଟ ଅପରାଧ କରି ଜେଲରେ ଫସିଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତା କରିବାକୁ ଆହ୍ୱାନ କଲେ ମହାମହିମ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ସମ୍ବିଧାନ ପ୍ରତିଷ୍ଠା ଦିବସ ଅବସରରେ ଯୋଗ ଦେଇ ନିଜର ଅଭିଭାଷଣ ରଖିଛନ୍ତି। ଯେଉଁଥିରେ ଜେଲରେ ଥିବା ବନ୍ଦୀଙ୍କ ଅଧିକାର ବାବଦରେ ଗୁରୁତ୍ୱ ଦେଇଛନ୍ତି। ଛୋଟ ମୋଟ ଅପରାଧ କରି ଅନେକ ଏବେ ଜେଲରେ ରହିଛନ୍ତି। ସେମାନେ କିନ୍ତୁ ଆଇନକୁ…

ପଦ୍ମପୁରରେ ‘ପଦ୍ମ ପାର୍ଟିର’ ପାଓ୍ୱାର ଶୋ’

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ଆଉ ଅଳ୍ପ ଦିନପରେ ଭୋଟ୍ ପଡ଼ିବ। ଏହା ପୂର୍ବରୁ ସମସ୍ତ ଦଳ ଭୋଟ୍ ଗୁଟାଇବାରେ ବ୍ୟସ୍ତ। ପ୍ରଚାର ପାଖେଇ ଆସୁଥିବାରୁ ଆଜିଠାରୁ କହିବାକୁ ଗଲେ ଦଳର ହେବିଓ୍ୱେଟ୍ ନେତାମାନେ ପ୍ରଚାରକୁ ଓହ୍ଲାଇଛନ୍ତି। ଆଜି ପଦ୍ମପୁରରେ ପଦ୍ମ ଦଳର ହେବିଓ୍ବେଟ୍…

ଡେପୁଟି ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ଓଡ଼ିଶାର ମନୋଜ କୁମାର ସାହୁ

ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ କୁମାର ସାହୁ ହୋଇଛନ୍ତି ଡେପୁଟି ନିର୍ବାଚନ କମିଶନର। ମନୋଜ ସାହୁ ଏବେ କେନ୍ଦ୍ରରେ ନିଯୁକ୍ତ ରହିଛନ୍ତି। ଶନିବାର ତାଙ୍କର ନୂଆ ନିଯୁକ୍ତି ବାବଦରେ ସୂଚନା ମିଳିଛି। ଡିସେମ୍ବର ୧୬, ୨୦୨୩ ପର୍ଯ୍ୟନ୍ତ ତାଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି।…

ପଦ୍ମପୁର ପାଇକମାଳରେ ତିନି ଜଣଙ୍କୁ ଟାଙ୍ଗିଆରେ ଆକ୍ରମଣ

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ପାଇକମାଳରେ ହିଂସା। ଟାଙ୍ଗିଆ ଚୋଟରେ ଆହତ ହୋଇଛନ୍ତି ତିନି ଜଣ। ଆକ୍ରମଣର ଶିକାର ହେବା ପରେ ତିନି ଜଣ ଲହୁ ଲୁହାଣ ହୋଇ ସ୍ଥାନୀୟ ପାଇକମାଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ତିନି ଜଣ ହେଲେ ପାଇକମାଲ୍ ଢେଙ୍କିମୁଣ୍ଡା ଗ୍ରାମ ଚୁହୁରୀପଡାର ଅନିରୁଦ୍ଧ…

ରାଜଧାନୀରେ ପଦ୍ମପୁରର ତାତି: ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେଡି-ବିଜେପି

ଭୁବନେଶ୍ୱର: ବରଗଡ ଜିଲ୍ଲା ପଦ୍ମପୁରରେ ଗୋଟିଏ ପଟେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି ଅନ୍ୟପଟେ ରାଜଧାନୀରେ ବିଜେଡି ଓ ବିଜେପି ନେତା ପରସ୍ପର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଦୌଡିବା ଜୋରଦାର କରିଛନ୍ତି। ଭୋଟ୍ ବିକଳରେ ପଦ୍ମପୁରରେ ବିଜେପି ହିଂସା…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ କାହାର ଦରଦ କେତେ?

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ବେଳେ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ମଧ୍ୟ ଗୋଟିଏ ପ୍ରସଙ୍ଗ ରହିଛି। ଏହାକୁ ନେଇ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିର୍ବାଚନୀ ପ୍ରସଙ୍ଗ କରି ଶାସକ ଦଳର ନେତାଙ୍କୁ ଘେରୁଛନ୍ତି। ଏହି ସମୟରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ…

ଗୁଜରାଟରେ ବିଜେପି ପାଇଁ ପ୍ରଚାର କରୁଛନ୍ତି ବିଜେଡି ମନ୍ତ୍ରୀ: ନରସିଂହ ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ପୂର୍ବଭଳି ବିଜେଡି ଓ ବିଜେପି ମଧ୍ୟରେ ଭଲ ସମ୍ପର୍କ ନାହିଁ। ଧାମନଗର ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରଠୁ ପରସ୍ପରକୁ ଦେଖିଲେ ଦୁଇ ଦଳ ଡେଉଁଛନ୍ତି। ଅନ୍ୟପଟେ ପଦ୍ମପୁର ଉପନିର୍ବାଚନ ପାଇଁ ଦୁଇ ଦଳ ମୈଦାନରେ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଏହି ସମୟରେ ପୂର୍ବତନ…