ସରକାର ଓ ଶିକ୍ଷକଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ, ଆଗକୁ ସମୂହ ଛୁଟିରେ ଯିବାକୁ ଚେତାବନୀ
ଭୁବନେଶ୍ୱର: ସରକାର ଓ ଶିକ୍ଷକଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହୋଇଛି। ତିନି ଦିନ ହେବ ଅହୋରାତ୍ର ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ ଏବଂ ଶିକ୍ଷୟତ୍ରୀ। ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ବିଫଳ ହେବା ପରେ ଶିକ୍ଷକ ସଙ୍ଘ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ସୂଚନା ରହିଛି।…