Latest Odisha News

BREAKING NEWS

ନକଲି ମାଟ୍ରିକ ସାର୍ଟିଫିକେଟ ବିକ୍ରି ଅଭିଯୋଗରେ ବୋର୍ଡ କାର୍ଯ୍ୟାଳୟର କର୍ମଚାରୀ ଗିରଫ

କଟକ: ନକଲି ହାଇସ୍କୁଲ ସାର୍ଟିଫିକେଟ୍ ବିକ୍ରି ଅଭିଯୋଗରେ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ କର୍ମଚାରୀଙ୍କୁ ବୁଧବାର ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଭ୍ରମରବର ନାୟକ ବୋର୍ଡ କାର୍ଯ୍ୟାଳୟରେ ସୁଇପର ସୁପରଭାଇଜର ବା ଜମାଦାର ଭାବେ କାର୍ଯ୍ୟ କରୁଥିଲେ। ଭ୍ରମରବର କେନ୍ଦୁଝର…

ନିଲମ୍ବିତ ହେଲେ ଅଧ୍ୟାପକ, ମନ୍ତ୍ରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ?

ଭୁବନେଶ୍ୱର: ପଦ୍ମପୁରରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ହେଲେ ୧୯ ତାରିଖ ଦିନ ସରକାରୀ କଲେଜର ଅଧ୍ୟାପକଙ୍କୁ ଡାକି ଉଚ୍ଚ ଶିକ୍ଷାମନ୍ତ୍ରୀ ଏକ ବୈଠକ କରିଥିଲେ। ଯାହାକୁ ନେଇ ବିଜେପି ଆପତ୍ତି ଉଠାଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା। ଘଟଣାର ତଦନ୍ତ କରି ବରଗଡ ଜିଲ୍ଲା…

ଭୁବନେଶ୍ୱରରେ ‘ରୋଜଗାର ମେଳା’ରେ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟରେ ୩୮୪ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଭୁବନେଶ୍ୱରରେ ‘ରୋଜଗାର ମେଳା’ରେ ଏହି ନିଯୁକ୍ତିପତ୍ର ବାଣ୍ଟିଛନ୍ତି କେନ୍ଦ୍ରମନ୍ତ୍ରୀ। ନବନିଯୁକ୍ତ ଯୁବକ ଯୁବତୀମାନେ କର୍ମକ୍ଷେତ୍ରରେ ଦାୟିତ୍ୱ ଏବଂ…

ମଞ୍ଚେଷ୍ଟର ୟୁନାଇଟେଡ୍ କ୍ଲବରୁ ଅଲଗା ହେଲେ କ୍ରିଷ୍ଟିଆନୋ ରୋନାଲଡୋ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପର୍ତ୍ତୁଗାଲର ସୁପରଷ୍ଟାର ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ମଞ୍ଚେଷ୍ଟର ୟୁନାଇଟେଡ୍ କ୍ଲବରୁ ଅଲଗା ହୋଇଛନ୍ତି। ଉଭୟ ପକ୍ଷ ସହମିତି ଭିତିରେ ଏହି ନିଷ୍ପତି ନିଆଯାଇଛି। ମଞ୍ଚେଷ୍ଟର ୟୁନାଇଟେଡ୍ ମଙ୍ଗଳବାର ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛି।…

‘ନିର୍ବାଚନ କମିସନଙ୍କୁ ସମସ୍ତ ସରକାର ବ୍ୟବହାର କରୁଛନ୍ତି’

ନୂଆଦିଲ୍ଲୀ: କ୍ରମାଗତ ଭାବେ ସରକାରମାନେ ନିର୍ବାଚନ କମିସନଙ୍କ ସ୍ୱାଧୀନତାକୁ 'ସମ୍ପୂର୍ଣ୍ଣ ଭାବେ' ଧ୍ୱଂସ କରିଦେଇଛନ୍ତି। ୧୯୯୬ ମସିହାରୁ କୌଣସି ମୁଖ୍ୟ ନିର୍ବାଚନ କମିସନରଙ୍କୁ ନିର୍ବାଚନ କମିସନର ଭାବେ ପୂର୍ଣ୍ଣ ୬ ବର୍ଷ କାର୍ଯ୍ୟକାଳ ମିଳିନାହିଁ। ଏହା ଉପରେ ଅସନ୍ତୋଷ ପ୍ରକାଶ କରି…

ନବ ଓ ରଣେନ୍ଦ୍ରଙ୍କୁ ବାଣ ମାରିଲେ ଧର୍ମେନ୍ଦ୍ର, ଜବାବ ରଖିଲେ ସସ୍ମିତ

ଭୁବନେଶ୍ୱର: ପଦ୍ନପୁର ଉପନିର୍ବାଚନକୁ ନେଇ ଶାସକ ଦଳ ବିଜେଡିକୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପଦ୍ମପୁରବାସୀଙ୍କ ସମସ୍ୟା ନେଇ ରାଜ୍ୟ ବିଜେପି ଲୋକଙ୍କ ପାଖକୁ ଯାଉଛି। ଆମେ ଯାହା କରିବୁ ତାହା କରିବୁ ମିଛ ପ୍ରତିଶ୍ରୁତି ଦେବୁ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।…

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ କ’ଣ ପଚାରିଲେ ଇଡି ଅଧିକାରୀ?

ଭୁବନେଶ୍ୱର: ଅର୍ଚ୍ଚନା ନାଗ ଜଣେ ଅଭିନେତ୍ରୀ କିମ୍ବା ଫିଲ୍ମ ଲାଇନର ନୁହେଁ। ଆପଣ ତାଙ୍କ ସଂସ୍ପର୍ଶରେ ଆସିଥିଲେ ନା ସେ ଆଗ ଆସିଥିଲେ। ଏତେ ଗୁଡାଏ ଆର୍ଥିକ କାରବାର କେଉଁ କାରଣ ପାଇଁ ହୋଇଛି। ଏଭଳି ଅନେକ କିଛି ପ୍ରଶ୍ନର ଜବାବ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡି ଅଧିକାରୀ ମାଗିଥିବା…

ଷ୍ଟ୍ରେଚରରେ ମର ଶରୀରକୁ ନେବା ଘଟଣା, ଜବାବ ରଖିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ବର:  ଶୀତ ରାତିରେ ମା'ର ଶବକୁ ଷ୍ଟ୍ରେଚରରେ ବୋହି ନେଉଥିବା ମଣିଷର ଦୁଃଖ ବାସ୍ତବରେ ହୃଦୟ ବିଦାରକ ଏବଂ ଏହା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିଭ୍ରାଟ ଆଡ଼କୁ ଇଙ୍ଗିତ କରୁଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମା'ର ଶବକୁ ଷ୍ଟ୍ରେଚରରେ ବୋହି ନେଉଥିବାର ଚିତ୍ର ସାମ୍ନାକୁ…

‘ବିଧାନସଭା ସରକାରଙ୍କ ଗୋଡ଼ାଣିଆ ହୋଇ ଯାଉଛି’

ଭୁବନେଶ୍ୱର: ବିଧାନସଭାରୁ କୋଭିଡ କଟକଣା ହଟିଥିଲେ ମଧ୍ୟ ଭିଡିଓ କନଫରେନସିଂ ଜରିଆରେ ବିଧାୟକ ଗୃହ କାର୍ଯ୍ୟରେ ସାମିଲ ହୋଇପାରିବେ। ବାଚସ୍ପତିଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଛି ବିଜେପି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗରେ ନିଜର ଅସନ୍ତୋଷ ଜାହିର କରିବା ସହିତ…

୭୨ ଘଣ୍ଟାରେ ଖଲିସ୍ତାନୀ ଉପରେ ଏନଆଇଏର ବଡ ଆକ୍ସନ !

ନୂଆଦିଲ୍ଲୀ: ପାକିସ୍ତାନ, ପଞ୍ଜାବ, କାନାଡା ସମେତ ବିଶ୍ୱର ଅନେକ ଦେଶରେ ଖାଲିସ୍ତାନ ଭାରତ ବିରୋଧରେ ଏକ ଏଜେଣ୍ଡା ଚଳାଇ ଆସୁଛନ୍ତି। ତେବେ ଏହାରି ଭିତରେ ଗତ ୭୨ ଘଣ୍ଟା ମଧ୍ୟରେ ଖଲିସ୍ତାନ ଆତଙ୍କ ସହ ଜଡିତ ତିନୋଟି ବଡ ଚେହେରା ଉପରେ ଏନଆଇଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ରହିଛି।…