ଏମିତି ବି ରାଗିଂ ହୁଏ ! ଅର୍ଦ୍ଧନଗ୍ନ କରାଇ କାଦୁଅରେ ଗଡିବାକୁ କହିଲେ ସିନିୟର
ଚେନ୍ନାଇ: ରାଗିଂ କରିବା ନାଁରେ ସୀମା ଡେଇଁଲେ ମେଡିକାଲ କଲେଜର ଛାତ୍ରଛାତ୍ରୀ । ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ହୋଇଥିବା ଏକ ରାଗିଂ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।…