ଜି -୨୦ ଲୋଗୋରେ ପଦ୍ମ ଚିହ୍ନ, କଂଗ୍ରେସ କହିଲା ଲଜ୍ଜା ନାହିଁ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଜି -୨୦ ଲୋଗୋ, ଥିମ୍ ଏବଂ ୱେବସାଇଟ୍ ଲଞ୍ଚ କରିଛନ୍ତି। ବର୍ତ୍ତମାନ କଂଗ୍ରେସ ଏହାର ଲୋଗୋ ସମ୍ପର୍କରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି। ଜି -୨୦ ର ଅଫିସିଆଲ୍ ଲୋଗୋରେ ପଦ୍ମ ଚିହ୍ୱ ବ୍ୟବହାର କରିଥିବାରୁ କଂଗ୍ରେସ ବୁଧବାର ମୋଦୀ…