ମନ୍ତ୍ରୀଙ୍କୁ ଦେହରେ ବାଜିଥିବା ଗୁଳି ନମିଳିଲେ ଅଭିଯୁକ୍ତ ଦୋଷୀ ପ୍ରମାଣିତ ହୋଇପାରିବେ କି?
ଭୁବନେଶ୍ୱର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ 5 ଦିନ ବିତିଛି। ହେଲେ ହତ୍ୟାର କାରଣ ସ୍ପଷ୍ଟ ହୋଇପାରିନି। ଯଦିଓ ଅଭିଯୁକ୍ତ ଗୋପାଳ ଦାସକୁ ତଦନ୍ତକାରୀ ଟିମ୍ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି ହେଲେ ହତ୍ୟାର ଉଦ୍ଦେଶ୍ୟ କଣ ଜାଣିବାରେ ଏଯାବତ ସଫଳ ହୋଇନି ବୋଲି ଜଣାପଡିଛି।…