ଧାମନଗର ପରେ ପଦ୍ମପୁର ପାଇଁ ମିଳିଲା ବିଜେପିକୁ ବିଜୟର ସୂତ୍ର?
ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ବିଜୟୀ ହେବା ପରେ ରାଜ୍ୟ ବିଜେପି ଶିବିର। ୨୦୦୮ ପରେ ପ୍ରଥମ ଥର ପାଇଁ ବିଜେପି ଉପନିର୍ବାଚନରେ ବିଜୟୀ ହୋଇଛି। ତେଣୁ ବିଜେଡି ଭଳି ଦଳକୁ ହରାଇବା ନାମୁମକିନ ବା ଅସମ୍ଭବ ନୁହେଁ ବରଂ ସମ୍ଭବ ବୋଲି ହେଜିଛି ବିଜେପି। ଉତ୍ସାହିତ ରାଜ୍ୟ ବିଜେପି ସମୀର…