Latest Odisha News

BREAKING NEWS

ଇମ୍ରାନଙ୍କୁ ହତ୍ୟା ଉଦ୍ୟମ: ପାକିସ୍ତାନରେ ପ୍ରଥମ ଥର ପାଇଁ ଆଇଏସଆଇ ବିରୋଧରେ ପ୍ରଦର୍ଶନ

ଇସଲାମାବାଦ: ପାକିସ୍ତାନରେ ଦୀର୍ଘ ୭୫ ବର୍ଷ ଇତିହାସରେ ଏପରି କେବେ ଘଟିନଥିଲା ଯାହା ଆଜି ଘଟିଛି। ପ୍ରଥମ ଥର ପାଇଁ ଗୁଇନ୍ଦା ସଂସ୍ଥା ଆଇଏସଆଇ ବିରୋଧରେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା ଉଦ୍ୟମର କିଛି ଘଣ୍ଟା ପରେ ପେଶୱାରରେ…

ବଳପୂର୍ବକ ଭାବେ ଲୋନ୍ ରିକୋଭରୀ କରିପାରିବନି ବ୍ୟାଙ୍କ, ଜାଣନ୍ତୁ ଆପଣଙ୍କ ଅଧିକାର

ନୂଆଦିଲ୍ଲୀ: ଆପଣ ବ୍ୟାଙ୍କ ଲୋନ୍ ପୈଠ କରି ନାହାନ୍ତି କି? ଲୋନ୍ ପୈଠ କରିବାକୁ ବ୍ୟାଙ୍କର କର୍ମଚାରୀ ବାରମ୍ବାର ଫୋନ୍ କରି ମାନସିକ ଚାପ ଦେଉଛନ୍ତି କି? ଏହଳି କିଛି ସମସ୍ୟା ଦିଗରେ ଆରବିଆଇ କଣ କହୁଛି ଏବଂ ବ୍ୟାଙ୍କର ଅଧିକାର ଓ ଲୋନ୍ ନେଇ ସୁଝିପାରିନଥିବା ବ୍ୟକ୍ତିର ଅଧିକାର କଣ ରହିଛି…

ଜେଲରେ ପୁଞ୍ଜିଲାଲ ପଢୁଛି ଜର୍ଣ୍ଣାଲିଜିମ୍!

ବଲାଙ୍ଗୀର: ଜେଲରେ ରହି ଜର୍ଣ୍ଣାଲିଜିମି କରୁଛି ପାଟଣାଗଡ ପାର୍ସଲବୋମା ଘଟଣାର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଜେଲରେ ରହି ପୁଞ୍ଜିଲାଲ ମେହେର ଏବେ ପାର୍ସଲ ବୋମା ଘଟଣାର ଶୁଣାଣିର ସାମ୍ନା କରୁଛି। ଇତି ମଧ୍ୟରେ ସେ ଆଇନରେ  ପାଠ ପଢିବାକୁ ଇଛୁକ ରଖିଥିଲା। ହେଲେ…

ଗୁଜରାଟରେ ଲଢିବେ ନା ନିଜ ଗଡ଼ ବଞ୍ଚାଇବେ କେଜ୍ରିଓ୍ୱାଲ ?

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଆଜି ଦିଲ୍ଲୀରେ ଏମସିଡି ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ରାଜ୍ୟ ନିର୍ବାଚନ କମିଶନ ଆଜି ସନ୍ଧ୍ୟାରେ ତାରିଖ ଘୋଷଣା କରିପାରନ୍ତି। ଏହା ଦିଲ୍ଲୀର ସ୍ଥାନୀୟ ନିର୍ବାଚନ ହେଲେ ମଧ୍ୟ ଉଭୟ ଆପ୍ ଓ ବିଜେପି…

ପୃଥିବୀ ପୃଷ୍ଠକୁ ଖସୁଛି ୨୩ ଟନ ଓଜନର ଚାଇନିଜ ରକେଟ୍

ନୂଆଦିଲ୍ଲୀ: ନିଜର ସ୍ପେସ୍ ଷ୍ଟେସନ୍ ନିର୍ମାଣ କରୁଥିବା ଚୀନ୍ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଚାଇନାର ସ୍ପେସ୍ ଏଜେନ୍ସି ଦ୍ୱାରା ପଠାଯାଇଥିବା ୨୩ ଟନ୍ ରକେଟ୍ ଉତକ୍ଷେପଣ ପରେ ବିଫଳ ହୋଇ ପୃଥିବୀ ଆଡକୁ ଖସିପଡିଛି। ରିପୋର୍ଟରେ କୁହାଯାଇଛି ଯେ ଚାଇନାର ବୈଜ୍ଞାନିକମାନେ ରକେଟକୁ…

ପୁଲିସର ଜୁଲମ: ସାମ୍ବାଦିକଙ୍କୁ ମାଡ଼ ମାରିଲେ, କ୍ୟାମେରା ଭାଙ୍ଗିଦେଲେ

ଭୁବନେଶ୍ୱର: ଫଟୋ ସାମ୍ବାଦିକଙ୍କୁ ମାଡ ମାରି ମୋବାଇଲ ଭାଙ୍ଗିଦେଲା ପୋଲିସ। ସାଣ୍ଡି ଟାଓ୍ୱାର ହୋଟେଲରୁ ହକି ଖେଳାଳୀ ବସରେ କଳିଙ୍ଗ ଷ୍ଟାଡିୟମ ଅଭିମୁଖେ ଆସୁଥିଲେ। ଏହି ସମୟରେ ଫଟୋ ଉଠାଉଥିଲେ ରାକେଶ ରାଉଳ । ଏହାକୁ ବିରୋଧ କରି ୫ ଜଣ ପୋଲିସ ରାକେଶଙ୍କୁ ମିଳିତ ଭାବେ ମାଡ଼ ମାରି ଆକ୍ରମଣ…

ରାଜ୍ୟର ଯୁବକ ଦିଶାହୀନ, ମୋଦୀ ସରକାର ଆତ୍ମ ପ୍ରଚାରରେ ବ୍ୟସ୍ତ: ପିସିସି ସଭାପତି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ସାମୟିକ ଭାବେ ସ୍ଥଗିତ ଥିବା ଭାରତ ଯୋଡ଼ୋ ଓଡ଼ିଶା ପରିବର୍ତନ ଯାତ୍ରା ପୁଣିଥରେ ଆରମ୍ଭ ହୋଇଛି। କଟକ ଫୁଲନଖରା ସ୍ଥିତ ଲଖେଶ୍ୱର ମନ୍ଦିର ଠାରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହା ଆରମ୍ଭ ହୋଇଛି। ନଖରାରେ ଥିବା ପୀର ବଜାର…

ଉତ୍କଳ ବିଶ୍ୱବିଦ୍ୟାଳୟରେ ମହିଳା ଇଣ୍ଟର କଲେଜ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ, ଡ଼ି. ଆର. କଲେଜ ବିଜେତା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଫାଇନାଲ ଜୋନ ୨୦୨୨-୨୩ ମହିଳା ଇଣ୍ଟର କଲେଜ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ କୁଳସଚିବ ଡ଼ ଅଭୟ କୁମାର ନାୟକଙ୍କ ଦ୍ୱାରା ଆଜି ଉଦଘାଟିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ଅଧୀନରେ ଥିବା ତିନୋଟି…

ଫେସବୁକ ଇଣ୍ଡିଆର ମୁଖ୍ୟ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଫେସବୁକ ଇଣ୍ଡିଆର ମୁଖ୍ୟ ଅଜିତ ମୋହନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଫେସବୁକର ମୂଳ କମ୍ପାନୀ ମେଟା ପକ୍ଷରୁ ଏହି ସୂଚନା ଆସିଛି। ଅଜିତ ଅନ୍ୟ କେଉଁଠି ନିଯୁକ୍ତ ହେବାକୁ ଇଚ୍ଛା ରଖିଥିବାରୁ ସେ ତାଙ୍କ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କମ୍ପାନୀ କହିଛି।…

ଧାମନଗର ଉପନିର୍ବାଚନରେ ୬୬. ୬୩ ପ୍ରତିଶତ ଭୋଟ୍ ଦେଲେ

ଧାମନଗର: ଶେଷ ହେଲା ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ। ସଂଧ୍ୟା ୬ଟା ସୁଦ୍ଧା ୬୬. ୬୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କଠାରୁ ସୂଚନା ମିିଳିଛି। ସଂଧ୍ୟା ୫ଟା ସୁଦ୍ଧା ୫୮.୫୩% ଥିଲା ମତଦାନ। ଧାମନଗରର ଭୋଟର ସଂଖ୍ୟା ୨ ଲକ୍ଷ…