ବସରେ ଦୀପ ଜାଳି ଶୋଇଥିଲେ, ଅଗ୍ନିକାଣ୍ଡ ଯୋଗୁଁ ଜଳିଗଲେ
ରାଞ୍ଜି: ଦୀପାବଳିରେ ବଡ ଅଘଟଣ। ବସରେ ଦୀପ ଜାଳି ଦୀପାବଳି ପାଳନ କରୁଥିଲେ। ହେଲେ ଶୋଇଥିବା ବେଳେ ଉଭୟ ନିଆଁର ଆଁରେ ଜଳିଯାଇଛନ୍ତି। ରାଞ୍ଚିର କାଣ୍ଟାଟୋଲିରେ ଥିବା ଖଡାଗଡା ବସ୍ ଷ୍ଟାଣ୍ଡରେ ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବସଟିରେ ଏତେ ଜୋର ନିଆଁ ଲାଗିଥିଲା ଯେ ଆଖପାଖ ଅଞ୍ଚଳ ଅନ୍ଧାର…