Latest Odisha News

BREAKING NEWS

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ହାତରେ ବଡ ପ୍ରମାଣ! ୩୫ଟି ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ପଞ୍ଜାବ ଓ ହାଇଦ୍ରାବାଦର ୩୫ଟି ସ୍ଥାନରେ ଇଡି ରେଡ୍ କରିଛି । ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ ପଚରାଉଚରା କରିବା ବେଳେ ଇଡି କିଛି ନୂଆ ତଥ୍ୟ ପାଇଛି। ଏହାପରେ ମଦ ବ୍ୟବସାୟୀ ଏବଂ ମଦ କମ୍ପାନୀ ଆଦିରେ ରେଡ୍ କରିଛି ଇଡି।…

ପୁଲିସ, ନେତା ଓ ପ୍ରଯୋଜକଙ୍କ ଅଶ୍ଳୀଳ ଭିଡିଓ ଭର୍ତ୍ତି ପେନ୍ ଡ୍ରାଇଭ୍ ଜବତ

ଭୁବନେଶ୍ୱର: ନେତା, ପୋଲିସ ଏବଂ ପ୍ରଯୋଜକଙ୍କ ଅଶ୍ଲୀଳ ଭିଡିଓ ଭର୍ତ୍ତି ପେନ୍ ଡ୍ରାଇଭ ଜବତ । ଦୀର୍ଘ ଦିନ ଧରି ଜଣେ ବିବାହିତା ମହିଳା ଏହି ସବୁ ପଦ ପଦବୀରେ ଥିବା ଲୋକଙ୍କୁ ନିଜ ଜାଲରେ ଫସାଇ ବ୍ଲାକେମଲିଂ କରୁଥିଲେ। ଶେଷରେ ଗତକାଲି ରାତିରେ ଖଣ୍ଡଗିରି ପୋଲିସ ଏହି ମହିଳାଙ୍କୁ ଗିରଫ କରିଛି।…

ବିସର୍ଜନ ବେଳେ ଅଘଟଣ, ୧୩ ଜଣଙ୍କର ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୁଧବାର ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଭସାଣିବେଳେ ଅଘଟଣ। ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମୋଟ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗର ୭ ଜଣ ଏବଂ ରାଜସ୍ଥାନର ୬ ଜଣ ମେଢ ଭସାଇବାକୁ ଯାଇଥିବା ବେଳେ ବୁଡ଼ିଯିବାରୁ ପ୍ରାଣ ହରାଇଛନ୍ତି। ପଶ୍ଚିମବଙ୍ଗର ଜଲପାଇଗୁଡି…

ଭାରତରେ ତିଆରି କାଶ ସିରଫ ଖାଇ ବିଦେଶରେ ୬୬ ଜଣଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: କଫ ସିରଫ ଖାଇ ୬୬ ଜଣଙ୍କ ମୃତ୍ୟୁ। ଆଫ୍ରିକାର ଗାମ୍ବିଆରେ ୬୬ ଶିଶୁ ଭାରତରେ ତିଆରି ଏକ ଔଷଧ ଖାଇବା ପରେ ମୃତ୍ୟୁ ବରଣ କରିଛନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ହୁ' ଦାବି କରିଛି। ହରିଆଣାର ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟିଡେ ରହିଛି ଔଷଧ ନିର୍ମାତା କମ୍ପାନୀର ନାମ।…

ଦଶହରାରେ ଦମ୍ ଦେଖାଇଲେ ସିନ୍ଦେ-ଠାକରେ, ବିଜେପି ଦେଖଣାହାରୀ ସାଜିଲା?

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଦଶହରା ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଉଭୟ ଶିବସେନା ଗୋଷ୍ଠୀ ଏହି ସୁଯୋଗର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ଉଦ୍ଧବ ଠାକରେ ବନାମ ଏକନାଥ ସିନ୍ଦେଙ୍କ ଶକ୍ତି ପ୍ରଦର୍ଶନରେ ରାଜ୍ୟର ସବୁଠାରୁ ବଡ଼ ଦଳ ବିଜେପି ଦର୍ଶକ ଭଳି ଭୂମିକାରେ…

ଦେଖଣାହାରୀଙ୍କ ଉପରେ ପଡ଼ିଗଲା ‘ରାବଣ’; ଅନେକ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଜୟାଦଶମୀରେ ରାବଣ ପୋଡି ହେବ। ଢୋ, ଢା ଶବ୍ଦରେ ପ୍ରକମ୍ପିତ ହେବ ଖଣ୍ଡ ଅଞ୍ଚଳ। ଦୀର୍ଘ ଦୁଇ ବର୍ଷ ପରେ ରାବଣ ପୋଡି ଅନୁଷ୍ଠିତ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହ ଥିଲା। ତେଣୁ ସାଙ୍ଗ ସାଥୀଙ୍କୁ ଧରି ଏକତ୍ରିତ ହୋଇଥିଲେ ହଜାର ହଜାର ଲୋକ। କିନ୍ତୁ…

ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଠାକରେଙ୍କ ଟାର୍ଗେଟ: ‘କଟ୍ଟପ୍ପାକୁ କ୍ଷମା ଦେବନି ଶିବସୈନିକ’

ମୁମ୍ବାଇ: ମହାରାଷ୍ଟ୍ରରେ ଗୋଟିଏ ବିଧାନସଭା ଆସନ ପାଇଁ ଉପନିର୍ବାଚନ ବିଗୁଲ ବାଜି ସାରିଛି। ଆଉ ଦଶହରା ଅବସରରେ ଶିବସେନାର ଦୁଇ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୋଷ୍ଠୀ ଏହି ଅବସରରେ ନିଜର ଦମ୍ ଦେଖାଇ ଦୁଇଟି ପୃଥକ ପୃଥକ ରାଲି କରି…

ଉଦବୋଧନ ବେଳେ ଅଟକିଲେ ଶାହ… ଲୋକେ ସମର୍ଥନରେ ଦେଲେ ସ୍ଲୋଗାନ

ଶ୍ରୀନଗର: ତିନି ଦିନିଆ ଜମ୍ମୁ କଶ୍ମୀର ଗସ୍ତର ଅନ୍ତିମ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର କଶ୍ମୀରର ବାରମୁଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ ନିକଟସ୍ଥ ମସଜିଦରେ ଆଜାନ ଚାଲିଥିବା ଥିବାବେଳେ ଅମିତ ଶାହା କିଛି ସମୟ ପାଇଁ ତାଙ୍କ ଭାଷଣ ବନ୍ଦ…

ଡ୍ରୋନରେ ଉଡିବ ମଣିଷ, ଖୁବଶୀଘ୍ର ନୌସେନାରେ ହେବ ସାମିଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ନିଜର ପ୍ରଥମ ମାନବବିହୀନ ଡ୍ରୋନ 'ବରୁଣ' ଲଞ୍ଚ କରିବାକୁ ଯାଉଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମାନବବିହୀନ ବିମାନକୁ ଖୁବଶୀଘ୍ର ଭାରତୀୟ ନୌସେନାରେ ସାମିଲ କରାଯିବ। ପ୍ରଥମ ଥର ପାଇଁ ଭାରତୀୟ ନୌସେନା ଯୁଦ୍ଧ ଜାହାଜକୁ ସମ୍ପୂର୍ଣ୍ଣ ପରୀକ୍ଷଣରେ…

ଦୁଇଟି ଅଜଣା କଲରେ ବେଣୁଧରଙ୍କ ବ୍ରେନ୍ ଟ୍ରାପ୍, ହରାଇଲେ ୭୧ ହଜାର ଟଙ୍କା

ଭୁବନେଶ୍ୱର: ଅଜଣା ନମ୍ବରରୁ ଦୁଇ ଥର କଲ । ପ୍ରଥମେ ଭିଡିଓ କଲ୍ ପରେ ଆଇପିଏସର ପରିଚୟ ଦେଇ ନ୍ୟୁଡ ଫଟୋ ଭାଇରାଲ ହେବାର ଭୟ ଦେଖାଇଲେ। ଆଉ ନିଜ ଇଜ୍ଜତ ସୋଶିଆଲ ମିଡିଆରେ ଭାଇରାଲ ହେବାର ଭୟ ପାଇବା ପାଇ ଖୋର୍ଦ୍ଧା ଜଟଣୀର ବେଣୁଧର ମୁଦୁଲି ୭୧ ହଜାର ଟଙ୍କା ଦେଇଥିଲେ। ପରେ ଜାଣିବାକୁ ପାଇଥିଲେ…