Latest Odisha News

BREAKING NEWS

ଋଷ ୟୁକ୍ରେନ ଯୁଦ୍ଧ, ବାଂଲାଦେଶର ବତି ଗୁଲ୍!

ଢ଼ାକା: ବାଂଲାଦେଶର ବିଭିନ୍ନ ସ୍ଥାନରେ ଏବେ ବିଦ୍ୟୁତ୍ ଯୋଗାଣ ସେବା ପୁଣିଥରେ ସ୍ୱାଭାବିକ ହୋଇଛି। ବାଂଲାଦେଶର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅକ୍ଟୋବର ୪ରେ ବାଂଲାଦେଶର ଜାତୀୟ ବିଦ୍ୟୁତ ଗ୍ରୀଡରେ ବିଭ୍ରାଟ ଦେଖାଦେବାରୁ ବାଂଲାଦେଶର ପାଖାପାଖି ୧୬ କୋଟି ଜନସଂଖ୍ୟାରୁ ୧୪ କୋଟି…

ଆଇପିୟୁକୁ ମନୋନୀତ ହେଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନ୍ତର୍ଜାତୀୟ ସ୍ତରରେ Inter-Parliamentary Union (IPU) ରେ ଭାରତର ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା ସେ ମନୋନୀତ ହୋଇଛନ୍ତି। ଏ ନେଇ ସାଂସଦ…

ସାବଧାନ! ସ୍ମାର୍ଟ ସିଟିରେ ଏସକର୍ଟ ସେବା ନାଁରେ ଠକେଇ କରୁଛନ୍ତି ଦେଶୀ ଲୁଟେରା

ଭୁବନେଶ୍ୱର: ପୋଲିସ ଏବଂ ତଦନ୍ତକାରୀ ସଂସ୍ଥା ସାଇବର ଅପରାଧ ରୋକିବାକୁ ବିଭିନ୍ନ ଉଦାହରଣ ଦେଉଛନ୍ତି। ଆଉ ଲୋକେ ମଧ୍ୟ କିଛିଟା ସତର୍କ ହେଲେଣି। ଏହାରି ଭିତରେ ସାଇବର ଲୁଟେରା କିନ୍ତୁ ଟିକିଏ ଅଧିକ ସ୍ମାର୍ଟ ହୋଇ ଲୁଟର ତରିକା ବଦଳାଇଛନ୍ତି। ଏଥିପାଇଁ ଆଉ ଫୋନ୍ କରି ଓଟିପି ମାଗିବା କିମ୍ବା…

୪୫ ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ ଖାଲକୁ ଖସି ପଡ଼ିଲା

ଡେରାଡୁନ: ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣା । ପୌରୀ ଜିଲ୍ଲାରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାର ଶିକାର ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ୪୫ ଜଣଙ୍କୁ ନେଇ ବସଟି ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଭୀର ଖାଇ ଭିତରକୁ ଖସିପଡିବାରୁ ଦୁର୍ଘଟଣା ଘଟିଛି। ୩୫ ଜଣ ଯାତ୍ରୀଙ୍କୁ ଖୋଜା…

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୟୁକ୍ରେନର ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସହ କଥା ହୋଇ ୟୁକ୍ରେନରେ ଚାଲିଥିବା ବିବାଦ ଉପରେ ଆଲୋଚନା କରିଛନ୍ତି। ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ସହ ସମସ୍ତ ରାଷ୍ଟ୍ରର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ମଧ୍ୟ…

‘ଭୋଟ୍ ହାତେଇବାକୁ ଯାଇ ଲୋକଙ୍କୁ ମିଛ ପ୍ରତିଶ୍ରୁତି ନଦେବା ଉଚିତ’

ନୂଆଦିଲ୍ଲୀ: ମାଗଣା ଯୋଜନାକୁ ନେଇ ଦେଶରେ ରାଜନୈତିକ ବିତର୍କ ଜାରି ରହିଛି। ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ପରସ୍ପର ବିରୋଧରେ ଟିକା ଟିପ୍ପଣୀ କରୁଛନ୍ତି। ଏହି ସମୟରେ ନିର୍ବାଚନ କମିଶନ ରାଜନୈତିକ ଦଳଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ନିର୍ବାଚନ ବେଳେ ଭୋଟ୍ ହାତେଇବାକୁ ଯାଇ…

ସିବିଆଇର ‘ଅପରେସନ ଚକ୍ର’, ଦେଶରେ ୧୦୦ରୁ ଅଧିକ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ମଙ୍ଗଳବାର ସାରା ଦେଶରେ ସିବିଆଇ ଚଢ଼ାଉ କରିଛି। ଦେଶର ୧୦୫ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ସାଇବର ଅପରାଧ ରୋକିବାକୁ ଏହି ରେଡ୍ ହୋଇଛି। ବିଭିନ୍ନ ରାଜ୍ୟର ପୋଲିସ ସହାୟତାରେ ସିବିଆଇ ଏହି ଚଢାଉ କରିଛି। ଦିଲ୍ଲୀ ସମେତ ରାଜସ୍ଥାନ, ଆଣ୍ଡାମାନ, ପଞ୍ଜାବ, ଚଣ୍ଡିଗଡ଼ରେ ଏହି…

ମଦ ସହିତ ଗୋଟା କୁକୁଡା ବାଣ୍ଟିଲେ ନେତା

ହାଇଦ୍ରାବାଦ: ତେଲେଙ୍ଗାନାର ଶାସକ ଦଳ ଟିଆରଏସର ନେତା ମଦ ସହିତ ଜୀଅନ୍ତା ଗୋଟା କୁକୁଡା ଲୋକଙ୍କୁ ବାଣ୍ଟିଛନ୍ତି। ରାଜନାଲା ଶ୍ରୀହରି ମଦ ବୋତଲ ଏବଂ ଚିକେନ୍ ଲୋକଙ୍କୁ ବାଣ୍ଟୁଥିବାର ନଜିର ଆସିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରାଜନାଲା ଶ୍ରୀହରି…

ଲଘୁଚାପ ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ସମୁଦ୍ର ମଧ୍ୟରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରିରହିଛି ଲଗାଣ ବର୍ଷା । ଉପକୂଳ ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାର ପ୍ରଭାବ ଜାରି ରହିଛି। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ…

ଲୋକସଭା ନିର୍ବାଚନ ପ୍ରସ୍ତୁତି ପାଇଁ ନେତା ଅଭାବ ! ଦଳ ଭିତରେ ବିଜେପି କରିପାରେ ବଡ ଅଦଳ ବଦଳ

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ । ବିଜେପି ଗାଦି ବଞ୍ଚାଇବାକୁ ଯୋଜନା କରୁଛି। ଅନ୍ୟପଟେ ବିରୋଧୀ ଗାଦି ଛଡାଇ ଆଣିବାକୁ ଯାଇ ଅନେକ ରଣନୀତି ଆପଣାଇବାକୁ ଯାଉଛନ୍ତି। ଏପରି ସ୍ଥିତିରେ ବିଜେପି ପାଖରେ ଆବଶ୍ୟକ ମୁତାବକ ନେତା ବା ଦକ୍ଷ ନେତା ନଥିବା କୁହାଯାଉଛି। ତେଣୁ ସାଂଗଠନିକ କାମ…