ସାବଧାନ! ସ୍ମାର୍ଟ ସିଟିରେ ଏସକର୍ଟ ସେବା ନାଁରେ ଠକେଇ କରୁଛନ୍ତି ଦେଶୀ ଲୁଟେରା
ଭୁବନେଶ୍ୱର: ପୋଲିସ ଏବଂ ତଦନ୍ତକାରୀ ସଂସ୍ଥା ସାଇବର ଅପରାଧ ରୋକିବାକୁ ବିଭିନ୍ନ ଉଦାହରଣ ଦେଉଛନ୍ତି। ଆଉ ଲୋକେ ମଧ୍ୟ କିଛିଟା ସତର୍କ ହେଲେଣି। ଏହାରି ଭିତରେ ସାଇବର ଲୁଟେରା କିନ୍ତୁ ଟିକିଏ ଅଧିକ ସ୍ମାର୍ଟ ହୋଇ ଲୁଟର ତରିକା ବଦଳାଇଛନ୍ତି। ଏଥିପାଇଁ ଆଉ ଫୋନ୍ କରି ଓଟିପି ମାଗିବା କିମ୍ବା…