ଗେହଲଟ ଆଉଟ୍, କଂଗ୍ରେସ ଅଧ୍ୟକ୍ଷ ରେସରେ ୧୦ ଜନପଥର ତିନି ବିଶ୍ବସ୍ତ !
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ନେତୃତ୍ବକୁ ନେଇ ରାଜସ୍ଥାନ କଂଗ୍ରେସରେ ଦେଖା ଦେଇଥିବା ସଙ୍କଟ ନିର୍ବାଚନ ଯେଉଁଭଳି ସ୍ବାଭାବିକ ଭାବରେ ହେବ ବୋଲି ଆଶା କରାଯାଉଥିଲା ସେଥିରେ ବ୍ୟତିକ୍ରମ ହୋଇଛି। ପ୍ରଥମେ ଅଶୋକ ଗେହଲଟ ଏବଂ ଶଶୀ…