Latest Odisha News

BREAKING NEWS

କବିତା: ମଲାଜହ୍ନ

ଆକାଶରେ ଯେଉଁଦିନ ଜହ୍ନ ନଥାଏ ସେଦିନ ମୁଁ ଅଧିକ ଉଦାସ ଓ ତମ କଥା ବେଶି ବେଶି ଉନେପଡୁ ଥାଏ । ଝର୍କା ଖୋଲେ, ଗୁମ୍ ହୋଇ ବସିରହେ ସାରାରାତି ଏମିତି ଏକା ଏକା ତମେ ଏକ ଅନ୍ଧାରର ନଈ ଓ ମୁଁ ଏକ ନିଃସଙ୍ଗ ନଉକା । କ୍ରମଶଃ କୋମଳ ହୁଏ ଅନ୍ଧାର ଅନ୍ଧାରରେ ଫିଟିପଡେ କେଉଁ…

ଅବୁଦ୍ଧ ଗୌତମ

କାହା ଡାକରେ ଉଚ୍ଚାଟ ହେଉଛି ମନ ବେଳକୁ ବେଳ, ଥରକୁ ଥର ଭାଙ୍ଗି ଯାଉଛି ସଂକଳ୍ପ ସଂଯମତାର କଠୋର ବ୍ରତ । ଅନୁଭବ କରିପାରୁଚି ଏବେ ମୁଁ ମୋ ଆଖିର ଆଢୁଆଳେ କେଉଁଠି ବର୍ଷା ହେଉଚି ! ସାମ୍ନାରେ ଠିଆ ହୋଇଚି କିଏ ଜଣେ ପ୍ରଶ୍ନମାନଙ୍କର ସମାହିତ ଛାୟା ଯଶୋଧାରା, ଗୌତମୀ, ଗୋପା କି…

କ୍ଲାଇମାକ୍ସ

କ୍ଲାଇମାକ୍ସ ହରପ୍ରସାଦ ମହାପାତ୍ର କାହାଣୀ ଶେଷରେ ତମେ ପୁଣି ଫେରିଆସିବ ମୋ ପାଖକୁ ଇଡି ଯାଇଥିବା ବାସ୍ନା, ଉଡିଯାଇଥିବା ପ୍ରଜାପତି ହୋଇ ନିଉ ୱେଭ୍ ସିନେମାର କ୍ଲାଇମାକ୍ସ ନେଇ! ସେତେବେଳକୁ ପୋତିହୋଇ ପଡିଥିବ ତମର ସବୁତକ ଗୁମାନ ଉଇ ଚରିସାରିଥିବ ମୋର ମିଛ ଅଭିମାନ, ଛାଇ…