ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୯)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ପରଦିନ ସକାଳେ ନିଜ ରୁମ୍ରେ ବସି ବୀରା ଓ ସମୀରା ଡୋନଟ୍ କେକ୍ ଖାଉଥିବା ବେଳେ କ୍ରୁଜ୍ଟି ଏତେ ଜୋର୍ରେ ଝଟ୍କା ଦେଲା ଭଳି ହେଲା ଯେ ଡୋନଟ୍ ପ୍ଲେଟ୍ଟା କଫି ଟେବୁଲ୍ରୁ ଖସିପଡ଼ି ଚୁନା ହୋଇଗଲା । ବୀରା…