Latest Odisha News

BREAKING NEWS

ସଟଡାଉନ ଯୋଗୁଁ ୮ ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ

କଟକ: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ କଟକ ସହରକୁ ଜୁଲାଇ ୮ ତାରିଖ ଯାଏଁ ସଟ୍ ଡାଉନ ଘୋଷଣା କରାଯାଇଛି । ତେବେ ଏହି ଦୃଷ୍ଟିରୁ ଜୁଲାଇ ୮ ପର୍ଯ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବା ନେଇ ହାଇକୋର୍ଟ ରେଜିଷ୍ଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସିଏମସି ପକ୍ଷରୁ…

ଚାଇନିଜ ବ୍ରାଣ୍ଡ ଗୁଡିକୁ ପ୍ରୋତ୍ସାହିତ ନକରିବାକୁ ବଲିଉଡର ସିନେ କଳାକାରଙ୍କୁ ନିବେଦନ  

ମୁମ୍ବାଇ: ଭାରତ ସରକାର ଦେଶରେ ଚାଇନିଜ୍ ଆପ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ (FWICE) ଚାଇନାର କୌଣସି ଉତ୍ପାଦକୁ ପ୍ରୋତ୍ସାହିତ ନକରିବାକୁ କଳାକାରମାନଙ୍କୁ ଅନୁରୋଧ କରିଛନ୍ତି। “ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା…

କରୋନା ପଜିଟିଭ ଚିହ୍ନଟ ହେଲେ ବ୍ରହ୍ମପୁରର ୫ ପୋଲିସ କର୍ମଚାରୀ

ବ୍ରହ୍ମପୁର: କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବ୍ରହ୍ମପୁରର ୫ ପୋଲିସ କର୍ମଚାରୀ । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ପିନାକି ମିଶ୍ର। ପୋଲିସକର୍ମୀ ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ପୋଲିସ ଷ୍ଟେସନକୁ ୨ ରୁ ୩ ଦିନ ଯାଏଁ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି। ଗଞ୍ଜାମରେ…

ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପ୍ରତିଷ୍ଠାତା ଏଭେରଟନ ଓ୍ୱିକେସଙ୍କ ପରଲୋକ

ନୂଆଦିଲ୍ଲୀ: ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପୂର୍ବତନ ବ୍ୟାଟସମ୍ୟାନ୍ ଏଭେରଟନ ଓ୍ୱିକେସଙ୍କର ବୁଧବାର ଦିନ ନିଧନ ଘଟିଛି। ୯୫ ବର୍ଷ ଏହି ମହାନ କ୍ରିକେଟର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏଭେରଟନ ଓ୍ୱିକେସଙ୍କୁ ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପ୍ରତିଷ୍ଠାତା ବୋଲି କୁହାଯାଏ। ସେ ଓ୍ୱେଷ୍ଟେଣ୍ଡିଜ…

କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ନବରଙ୍ଗପୁରର ଏହି ୬ ଟି ଅଞ୍ଚଳ

ନବରଙ୍ଗପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । । ସୋମବାର ଦିନ ଜିଲ୍ଲାରେ ୭ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହିସବୁ ଅଞ୍ଚଳରେ ଆସନ୍ତା ୬ ତାରିଖ ମଧ୍ୟରାତ୍ର…

ସଟଡାଉନ ଅଞ୍ଚଳରେ ବନ୍ଦ ରହିବ କୋର୍ଟ:ହାଇକୋର୍ଟ

ଭୁବନେଶ୍ୱର: ସଟଡାଉନ କଟକଣା ଜାରି ହୋଇଥିବା ଅଞ୍ଚଳରେ ବନ୍ଦ ରହିବ କୋର୍ଟ। ହାଇକୋର୍ଟ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଜଜ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ସଂକ୍ରମଣ ଯୋଗୁଁ ସଟଡାଉନ ଘୋଷଣା କରାଯାଇଥିବା ଅଞ୍ଚଳର ଜିଲ୍ଲା ଜଜ୍‌ମାନେ ଚାହିଁଲେ ଉକ୍ତ ଅଞ୍ଚଳର କୋର୍ଟକାର୍ଯ୍ୟ ବନ୍ଦ…

୪ର୍ଥ ପର୍ଯ୍ୟାୟ ସାପ୍ତାହିକ ସଟଡାଉନର ଦ୍ବିତୀୟ ଦିନ: ରାସ୍ତାଘାଟ ଶୂନଶାନ

ଯାଜପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ୧୦ଟି ଜିଲ୍ଲା ସମେତ ଯାଜପୁର ଜିଲ୍ଲାରେ ମଧ୍ୟ ସାପ୍ତାହିକ ସଟଡାଉନ୍ କଟକଣା ଲାଗୁ ହୋଇଛି। ଆଜି ୪ର୍ଥ ପର୍ଯ୍ୟାୟ ସାପ୍ତାହିକ ସଟଡାଉନ୍ କଟକଣାର ଦ୍ବିତୀୟ ଦିନ । ତେବେ ଏହି ସଟଡାଉନ୍ କଟକଣା ଯୋଗୁଁ ଜିଲ୍ଲାର ସମସ୍ତ ୧୦ ଟି ବ୍ଲକ୍ ଓ ୨ଟି…

ମୁଣ୍ଡୁଳିରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ: ସେକେଣ୍ଡ ପ୍ରତି ୧ ଲକ୍ଷ ୭୨ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ

କଟକ: କଟକ ଉପକଣ୍ଠସ୍ଥ ମୁଣ୍ଡଳି ବ୍ୟାରେଜରେ ମହାନଦୀର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି । ରବିବାର ସକାଳ ୬ଟା ସୁଦ୍ଧା ସେକେଣ୍ଡରେ ୧ ଲକ୍ଷ ୭୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହୋଇଛି। ମୁଣ୍ଡଳୀର ଉପରମୁଣ୍ଡରେ ଜଳସ୍ତର ୮୧.୩୦, ତଳମୁଣ୍ଡରେ ୭୭.୩୦ ଫୁଟ୍ ରହିଛି। ଶନିବାର ଦିନ…

ଗୋଟିଏ ଦିନର ବ୍ରେକ ପରେ ପୁଣି ବଢ଼ିଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ଲଗାତାର ବଢି ଚାଲିଥିବା ପେଟ୍ରୋଲ ଦରରେ ଗୋଟିଏ ଦିନର ବ୍ରେକ ପରେ ଆଜି ପୁଣି ଏହା ବୃଦ୍ଧି ପାଇଛି । ବୁଧବାର ପେଟ୍ରୋଲ ଦର ନବଢି କେବଳ ବୃଦ୍ଧି ପାଇଥିଲା ଡ଼ିଜେଲ ଦର । ମାତ୍ର ଆଜି ପୁନଃ ପେଟ୍ରୋଲ ୧୬ ପଇସା ଓ ଡିଜେଲ ୧୪ ପଇସା ବୃଦ୍ଧି ଘଟିଛି । ବର୍ଦ୍ଧିତ ଦର ଅନୁସାରେ…

ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ: କରୋନା ସଂକ୍ରମିତ ମାଆର ଶେଷ ଦର୍ଶନ ନକରିପାରି କିପରି ବୁକୁ ଫଟାଇ କାନ୍ଦୁଛି ପୁଅ

ଭୁବନେଶ୍ୱର: ଦିନକୁ ଦିନ ଅସହ୍ୟ ହୋଇ ଯାଉଛି କରୋନା ଯନ୍ତ୍ରଣା । ସାମାନ୍ୟ ମନେ ହେଉଥିବା ଏହି ଅଦୃଶ୍ୟ ଭୂତାଣୁ ଆଗରେ ଆଜି ନତମସ୍ତକ ସାରା ବିଶ୍ୱ । ଶ୍ରେଷ୍ଠ ପ୍ରାଣୀ ବୋଲାଉଥିବା ମଣିଷ ଆଜି ପ୍ରକୃତି ପାଖରେ ଅସହାୟ, ନିରୁପାୟ । କେଉଁଠି ଏହି ସଂକ୍ରମଣ ମାଆ ଠୁ ଛୁଆକୁ ଅଲଗା କରି ଦେଉଛି ତ ଆଉ…