ଯାଜପୁରର ୭ଟି ଗ୍ରାମ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଘୋଷିତ
ଯାଜପୁର: ଯାଜପୁରରେ ପାଞ୍ଚଟି କରୋନାଭାଇରସ ପଜିଟିଭ ମାମଲା ଚିହ୍ନଟ ହେବା ପରେ ଜିଲ୍ଲାର ୭ଟି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।
ଏହି ଗ୍ରାମ ପଞ୍ଚାୟତଗୁଡ଼ିକ ମଧ୍ୟରୁ ତିନିଟି ଯାଜପୁର ବ୍ଲକରେ, ତିନୋଟି ଦଶରଥପୁର ବ୍ଲକରେ ଏବଂ ଗୋଟିଏ କୋରେଇ ବ୍ଲକରେ ରହିଛି।…