ଧାରାବାହିକ ଉପନ୍ୟାସ : ଦେବୀ (୯)
କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୯
ଶାନ୍ତ ଶିଶୁଟି ପରି ବାପା ଶୋଇଥିଲେ। ତାଙ୍କ ଦାଢ଼ରେ ବୋଉ।
ମିନତି ଭାଉଜ କହୁଥିଲେ, ଅନେକ ଦିନ ହେଲା ବୋଉ ଶାନ୍ତିରେ ଶୋଇନାହିଁ। ସାରା ରାତି ବାପା ପ୍ରଳାପ କରନ୍ତି। ଘାଇଲା ବାଘର ବଳହୀନ ହେଣ୍ଟାଳ ପରି। ସାରା ରାତି ଜଗି…