ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୧)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଏକା ଏକା ଜୀବନର ବିଷ ପିଇ ସମସ୍ତଙ୍କ ଆଡ଼କୁ ସେ ବଢ଼ାଇଛି ଅମୃତର ହାତ । ଲୁହକୁ ଲୁଚାଇ ବିତରି ଚାଲିଛି ହସର ପରାଗ । ଏକ ଅପହଞ୍ଚ ଦୂରତ୍ୱର ଅଦୃଶ୍ୟ ସୂର୍ଯ୍ୟ ଆଜି ହାତ ପାହାନ୍ତାରେ । ପଦ୍ମିନୀ ଝାଉଁଳି ଗଲାଣି ଯାନ୍ତ୍ରିକ…