ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୭)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
- ଆପଣ ନୁହେଁ, କୁହ ସୁଜାତା... ଜିତା ବୋଲି ଡାକ... ।
- ଆପଣ ଏ ସବୁ କ’ଣ କହୁଛନ୍ତି ?
ମୀନାକ୍ଷି ପୁଣି ଆରମ୍ଭ କଲା ।
ମୁଁ ଅନେକ ସମୟ ହେଲା ଆସିଛି । ବାହାରେ ଝରକା ଆଢ଼ୁଆଳରୁ ମୁଁ ସବୁ ଶୁଣିଛି । ଗୋଟିଏ ପଲକରେ…