ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୬)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଲୀଳାମୟଙ୍କ ଚିନ୍ତା ପାରାବାରରେ ବୁଡ଼ିବୁଡ଼ି ପଦ୍ମିନୀ ବାସ୍ତବତାର କଷାଘାତକୁ ଧୀରେଧୀରେ ବିସ୍ମରି ଯାଉଥିଲା । ଆଖି ଆଗରେ ତା’ର ଭାସୁ ନଥିଲା ଚନ୍ଦ୍ରଭାନୁଙ୍କ ଚେହେରା... ହୃଦୟକୁ ବିଦାରିତ କରୁ ନଥିଲା ତାଙ୍କର ବ୍ୟବହାର…