Latest Odisha News

BREAKING NEWS

ବିଶ୍ୱାସ

ବିଶ୍ୱାସ କ୍ଷୀରୋଦ ବିହାରୀ ବିଶ୍ୱାଳ (୧) ଚନ୍ଦନ ମହାରଣା ମୋ ସାଙ୍ଗ । ଗୋଟେ ଅର୍କେଷ୍ଟ୍ରା ପାର୍ଟିରେ ବାଦ୍ୟ ବଜାଏ । ସେ ସବୁ ବାଦ୍ୟ ବଜେଇପାରେ, ହାରମୋନିୟମରୁ ଢୋଲ ପର୍ଯ୍ୟନ୍ତ, ଗିଟାରଠାରୁ ପ୍ୟାଡ୍ ପର୍ଯ୍ୟନ୍ତ । ସେଥିପାଇଁ ବେପାର ୠତୁରେ ତା'ର ଡିମାଣ୍ତ କାହିଁରେ କେତେ । ପାଖଆଖର…