ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୬)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଠିକ ଏତିକି ବେଳକୁ ସମ୍ଭବ ଘର ଭିତରକୁ ପଶି ଆସି ,ଏଇ ଖୁସିରେ ଆସିଗଲା ଗରମା ଗରମ ଦୋଷା ସମ୍ବର୍ ଚଟଣୀ ଆଉ ଆମ ସମସ୍ତଙ୍କର ପ୍ରିୟ ଛେନାପୋଡ଼ !!
ଆଉ ଜାଣ ଏସବୁ କାହା ପାଇଁ ? ସମସ୍ତେ ସମସ୍ତଙ୍କ ମୁହଁକୁ ଚାହିଁ…