Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଠିକ ଏତିକି ବେଳକୁ ସମ୍ଭବ ଘର ଭିତରକୁ ପଶି ଆସି ,ଏଇ ଖୁସିରେ ଆସିଗଲା ଗରମା ଗରମ ଦୋଷା ସମ୍ବର୍ ଚଟଣୀ ଆଉ ଆମ ସମସ୍ତଙ୍କର ପ୍ରିୟ ଛେନାପୋଡ଼ !! ଆଉ ଜାଣ ଏସବୁ କାହା ପାଇଁ ? ସମସ୍ତେ ସମସ୍ତଙ୍କ ମୁହଁକୁ ଚାହିଁ…

ପ୍ରେମର ଲଘୁଚାପ

ପ୍ରେମର ଲଘୁଚାପ ଲୋପାମୁଦ୍ରା ନାୟକ ତୁମ ପ୍ରେମ ମୋ ପାଇଁ ଏବେ ଲଘୁଚାପ ତୁହା ତୁହା ବର୍ଷା, ବିଜୁଳି, ଘଡଘଡିର କମ୍ପନ ବାଡି ପଛକଡ ଗାଡିଆର ପାଣି ଠେସି ହୋଇ ଏବେ ମୋ ଘର ଦୁଆରେ ଦୁଇ ବର୍ଷର ଚାଳ ଛପର ଛାତରେ ଏବେ କେତେଟା ବଡବଡ ରଂଧ୍ର ପଚିସାରିଛି ପ୍ରତିଟି ନଡାର ଜୀବକୋଷ ତଳ-ଉପର…